ବଦମାସ୍ ଟୋକା
ବଦମାସ୍ ଟୋକା, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ପରିଡ଼ା ।[୪] ଏସ୍କେ.ଏଣ୍ଟରଟେନ୍ମେଣ୍ଟ୍ ବ୍ୟାନରରେ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହି ବ୍ୟାନରର ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ।[୫] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଲିଙ୍ଗରାଜ ପତି ଏବଂ ସଂଳାପ ଲେଖିଥିଲେ ରଜନୀ ରଞ୍ଜନ ।[୬] ନିର୍ଦ୍ଦେଶକ ପ୍ରଶାନ୍ତ ପାଲ୍ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୭] ସଙ୍ଗୀତ ନିର୍ଦ୍ଦେଶନ ପି. କୁମାର ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫] ୧୫ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।[୮]
ବଦମାସ୍ ଟୋକା | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ପାଲ୍ |
ପ୍ରଯୋଜକ | ସୌଭାଗ୍ୟ କୁମାର ପରିଡ଼ା |
ସଂଳାପ | ରଜନୀ ରଞ୍ଜନ |
କାହାଣୀ | ଲିଙ୍ଗରାଜ ପତି |
କଳାକାର | ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି |
ସଙ୍ଗୀତ | ପି. କୁମାର |
ଚିତ୍ରଗ୍ରହଣ | ଅଜିତ ବାବୁ |
ମୁକ୍ତିଲାଭ ତାରିଖ | ୧୫ ସେପ୍ଟେମ୍ବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉଦୟ[୯] ଏବଂ ବଙ୍ଗୀୟ ନାୟିକା ମାଳବିକା ବାନାର୍ଜୀ ।[୧୦][୧୧][୭] ଉଦୟ ପୂର୍ବରୁ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଶିବମ୍[୧୩], ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି, ହାଡ଼ୁ, ଗୁଡ୍ଡୁ, ସୁମନ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର ।[୧୬] ଅରୁଣ ମନ୍ତ୍ରୀ ଏବଂ ମାନସ ସାସ୍ମଲ୍ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୩] ୧ ସେପ୍ଟେମ୍ବର ୨୦୧୭ରେ ଏହି ଚଳଚ୍ଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ବଦମାସ୍ ଟୋକା" | |
2. | "ତୋ ରୂପର ଉପମାକୁ" | |
3. | "ତୋର ରେଟ୍ କେତେ" | |
4. | "ଆକାଶ ଯେମିତି ଥିଲା" |
ଆଧାର
ସମ୍ପାଦନା- ↑ "Emiti Bi Heipare and Badmas Toka is scheduled to be hit the screen in 15th.september". Odisha News Times. 7 September 2017. Retrieved 8 September 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "Badmash Toka (2016)". Odia Rocks. 6 July 2016. Archived from the original on 4 September 2017. Retrieved 1 September 2017.
- ↑ ୫.୦ ୫.୧ "Badmash Toka Odia Movie Subha Mahurat". E News ଓଡ଼ିଆ. 26 June 2016. Retrieved 1 September 2017.
- ↑ "Badmash Toka Upcoming Odia Movie Dubbing Time HD Video". E Newsଓଡ଼ିଆ. 20 May 2017. Retrieved 1 September 2017.
- ↑ ୭.୦ ୭.୧ "ଜଣେ ବଦମାସ୍ ଟୋକାର ପ୍ରେମରେ ପଡ଼ିଛନ୍ତି ବଙ୍ଗୀୟ ନାୟିକା ମାଳବିକା!". ସମ୍ବାଦ. 24 April 2017. Archived from the original on 4 September 2017. Retrieved 1 September 2017.
- ↑ "ଆଜି ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା 'ବଦମାସ୍ ଟୋକା'". ସମ୍ବାଦ. 15 September 2017. Archived from the original on 17 September 2017. Retrieved 15 September 2017.
- ↑ "Badmash Toka Odia Film Of Udayan Aparajeet Cast, Crew, Wllpapers, Songs And Videos". odiainfo.in. Archived from the original on 3 September 2017. Retrieved 1 September 2017.
- ↑ "ମାଳବିକାଙ୍କ ଅପେକ୍ଷାର ଅନ୍ତ : ରିଲିଜ୍ ହେବ 'ବଦମାସ୍ ଟୋକା'". sambad.in. 6 September 2017. Archived from the original on 8 September 2017. Retrieved 8 September 2017.
- ↑ "ମାଳବିକାଙ୍କର ଫେରିବା ବେଳା". ସମ୍ବାଦ. 22 December 2016. Archived from the original on 4 September 2017. Retrieved 1 September 2017.
- ↑ ୧୨.୦ ୧୨.୧ "'ବଦମାସ୍ ଟୋକା'ର ଅଡିଓ ରିଲିଜ୍". ସମ୍ବାଦ. 1 September 2017. Archived from the original on 4 September 2017. Retrieved 1 September 2017.
- ↑ ୧୩.୦ ୧୩.୧ ""Badmash Toka" Upcoming Odia Film of 2016". E News ଓଡ଼ିଆ. 16 September 2016. Retrieved 1 September 2017.
- ↑ "ବାବୁଙ୍କ ନାୟିକା". ସମାଜ. 10 September 2017. Retrieved 10 September 2017.[permanent dead link]
- ↑ "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
- ↑ "Badmash Toka". Ollyood Maza. 17 July 2016. Archived from the original on 4 September 2017. Retrieved 1 September 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବଦମାସ୍ ଟୋକା