ଟପୋରି
୨୦୧୭ର ଓଡ଼ିଆ କଥାଚିତ୍ର
ଟପୋରି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟି ୧୩ ଅପ୍ରେଲ ୨୦୧୭ରେ ମୁକ୍ତିଲାଭ କରିଥିଲେ । ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆସାଦ୍ ନିଜାମ୍ ଏବଂ ଗୀତ ରଚନା କରିଥିଲେ ତପୁ ନାୟକ ।
ଟପୋରି | |
---|---|
ନିର୍ଦ୍ଦେଶକ | ବିଶ୍ୱଜିତ ପଣ୍ଡା |
ପ୍ରଯୋଜକ | ଆଦିକନ୍ଦ ସାହୁ |
ସଂଳାପ | ଦିବ୍ୟ |
ଚିତ୍ରନାଟ୍ୟ | ସୁରେଶ ପଟ୍ଟନାୟକ |
କଳାକାର | ଅର୍ଦ୍ଧେନ୍ଦୁ ସାହୁ, ଅନ୍ୱେଶା, ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର |
ସଙ୍ଗୀତ | ଆସାଦ୍ ନିଜାମ୍ |
ଚିତ୍ରଗ୍ରହଣ | ପ୍ରଫୁଲ୍ଲ ସାହୁ |
ମୁକ୍ତିଲାଭ ତାରିଖ | ୧୩ ଅପ୍ରେଲ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅର୍ଦ୍ଧେନ୍ଦୁ ଏବଂ ଅନ୍ୱେଶା ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫][୬][୭] ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଅର୍ଦ୍ଧେନ୍ଦୁ ସାହୁ
- ଅନ୍ୱେଶା
- ପ୍ରତିଭା ପଣ୍ଡା
- ମିହିର ଦାସ
- ପ୍ରଜ୍ଞା ଖଟୁଆ
- ଜ୍ଞାନ
- ଗୁଡ୍ଡୁ
- ହରିହର ଦାସ
- ଅମର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ତବୁ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆସାଦ୍ ନିଜାମ୍ । ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ପ୍ରମୁଖ ଗାୟକମାନେ ହେଲେ: ଉଦିତ ନାରାୟଣ, ବିନୋଦ ରାଠୋଡ, କୁଳଦୀପ, ଦିକ୍ସୁ, ସତ୍ୟଜିତ୍ ପ୍ରଧାନ ।[୬]
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ତୋ ମନକୁ ଚୋରି କରି | ||
ଟପୋରି | ||
ପଖି ପଖି | ଉଦିତ ନାରାୟଣ[୮] | |
ତୋ ବିନା | ||
ଆମେ ସୁନା ପିଲା |
ଆଧାର
ସମ୍ପାଦନା- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଅର୍ଦ୍ଧେନ୍ଦୁଙ୍କ ଆତ୍ମବିଶ୍ୱାସ". ସମାଜ. 11 March 2018. Retrieved 12 March 2018.[permanent dead link]
- ↑ ୬.୦ ୬.୧ "Tapori". Odia Movie Database. Archived from the original on 17 April 2017. Retrieved 13 April 2017.
- ↑ Jena, Manjit. "Tapori Odia Film Of Ardhendu Cast, Crew, Wallpapers, Songs And Videos". OdiaInfo.in. Archived from the original on 10 March 2017. Retrieved 13 April 2017.
- ↑ Parashar, Utpal (3 March 2017). "Udit Narayan's Odia song is copied from my song: Assamese singer Zubeen Garg". Hindustan Times. Retrieved 13 April 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଟପୋରି