ରିୟା ଦେ
କଥାଚିତ୍ର ଅଭିନେତ୍ରୀ
ରିୟା ଦେ, ଜଣେ ଓଡ଼ିଆ ଅଭିନେତ୍ରୀ ।[୧] ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରିୟା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ସେ ପ୍ରେମ ଅଢ଼େଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨][୩] [୪]
ରିୟା ଦେ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସ୍ୱର୍ଣ୍ଣାଳୀ ଦେ ୧୯୯୦ |
ଜୀବିକା | କଥାଚିତ୍ର ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୦-ଏବେଯାଏଁ |
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
- ତୁ ଯେ ସେଇ,୨୦୧୬
- କଲେଜ ଟାଇମ, ୨୦୧୫
- ପାଗଳ କରିଚୁ ତୁ, ୨୦୧୪
- ଗୋଲାପି ଗୋଲାପି, ୨୦୧୪
- ତୁ ମୋ ଦେହର ଛାଇ, ୨୦୧୩
- ଲଭ ମାଷ୍ଟର, ୨୦୧୨
- ଏମିତି ବି ପ୍ରେମ ହୁଏ, ୨୦୧୨
- ରାଧା ମୋହନ ମୀରା, ୨୦୧୨
- ଇଡିଅଟ୍, ୨୦୧୨
- କ୍ରିମିନାଲ୍, ୨୦୧୧
- ପ୍ରେମ ଅଢେଇ ଅକ୍ଷର, ୨୦୧୦
ଆଧାରସମ୍ପାଦନ କରନ୍ତୁ
- ↑ "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. Retrieved 10 September 2018.
- ↑ "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍ କରିଛନ୍ତି | Sambad". Sambad. 19 August 2018. Archived from the original on 31 August 2018. Retrieved 31 August 2018.
- ↑ "Riya Dey". incredibleorissa.com. Retrieved 11 September 2015.
- ↑ incredibleorissa.com
ବାହାର ଆଧାରସମ୍ପାଦନ କରନ୍ତୁ
- ରିୟା ଦେ (ଇଣ୍ଟରନେଟ ମୁଭି ଡାଟାବେସରେ)