ଦୁଷ୍ମନ୍ତ ପଣ୍ଡା
ଓଡ଼ିଆ କଥାଚିତ୍ର ଅଭିନେତା
ଦୁଷ୍ମନ୍ତ ପଣ୍ଡା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ।[୨]
ଦୁଷ୍ମନ୍ତ ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜୀବିକା | ଅଭିନେତା |
କାର୍ଯ୍ୟକାଳ | ୨୦୦୭-ଏବେଯାଏଁ |
ଜୀବନସାଥି | କାଜଲ ମିଶ୍ର[୧] |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ଦୁଷ୍ମନ୍ତ ପଣ୍ଡା ଓଡ଼ିଶାରେ ଜନ୍ମ ନେଇଥିଲେ ।
ଚଳଚ୍ଚିତ୍ର ଜୀବନସମ୍ପାଦନ କରନ୍ତୁ
୨୦୦୭ ମସିହାରେ ଏ ମନ ମାନେନା କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଦୁଷ୍ମନ୍ତ , ବର୍ତ୍ତମାନ ସୁଦ୍ଧା ୫ଟି ଓଡ଼ିଆ କଥାଚିତ୍ର ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ପ୍ରେମ ସବୁଠୁଁ ବଳବାନ | ୨୦୧୨* | ଅରୁଣ ମହାନ୍ତି |
ମିତ ବସିଛି ମୁଁ ଭୂତ ସାଥୀରେ | ୨୦୧୨* | ସଞ୍ଜୟ ନାୟକ |
ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ସଞ୍ଜୟ ନାୟକ |
ତୁମେ ହିଁ ସାଥୀ ମୋର | ୨୦୦୯ | |
ଆରେ ସାଥୀ ଆ | ୨୦୦୯ | |
ମୁନ୍ନା ଏ ଲଭ ଷ୍ଟୋରୀ | ୨୦୦୮ | ଏନ. ପାଢ଼ୀ |
ଏ ମନ ମାନେନା | ୨୦୦୮ | ଏନ. ପାଢ଼ୀ |
ମାନ ସମ୍ମାନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ବାହାର ଲିଙ୍କସମ୍ପାଦନ କରନ୍ତୁ
- ଦୁଷ୍ମନ୍ତ ପଣ୍ଡା (ଇଣ୍ଟରନେଟ ମୁଭି ଡାଟାବେସରେ)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |