ଉଇକିପିଡ଼ିଆ ସୂଚୀ

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ


ବଛା ଲେଖା

ତୁଳସୀ ମୁଣ୍ଡା

ତୁଳସୀ ମୁଣ୍ଡା (ଜନ୍ମ: ୧୫ ଜୁଲାଇ ୧୯୪୭) ଓଡ଼ିଶାରେ ଜନ୍ମିତ ଜଣେ ଆଦିବାସୀ ସମାଜସେବୀ । ଓଡ଼ିଶାର ଆଦିବାସୀଙ୍କ ମଧ୍ୟରେ ସାକ୍ଷରତା ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୦୧ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ସେ ବିନୋବା ଭାବେଙ୍କଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ସେ ୧୯୬୪ ମସିହାରେ ଓଡ଼ିଶାର ଲୁହାପଥର ଖଣି ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଅଣଆନୁଷ୍ଠାନିକ ବିଦ୍ୟାଳୟ ଆରମ୍ଭ କରିଥିଲେ । ଖଣିରେ ଶିଶୁଶ୍ରମିକ ହେବା ବଦଳରେ ଶିଶୁମାନେ ସେଠାରେ ଶିକ୍ଷାଲାଭ କରିଥିଲେ । ସେ ନିଜେ କେନ୍ଦୁଝରରେ ଖଣିରେ ଶିଶୁଶ୍ରମିକ ଥିଲେ ଓ ସେଥି ପାଇଁ ନିରକ୍ଷର ରହି କୌଣସି ଆନୁଷ୍ଠାନିକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ୨୦ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ଓ ଏହି ସ୍କୁଲମାନଙ୍କରେ ୨୦,୦୦୦ରୁ ଅଧିକ ଛାତ୍ର ଶିକ୍ଷାଲାଭ କରିଛନ୍ତି । ୨୦୧୭ ମସିହାରେ ତାଙ୍କ ଜୀବନୀ ଉପରେ ପର୍ଯ୍ୟବଶିତ ଓଡ଼ିଆ ଚଳଚ୍ଚିତ୍ର ତୁଳସୀ ଅପା ମୁକ୍ତିଲାଭ କରିଥିଲା ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ପ୍ରସଙ୍ଗ ପଞ୍ଜିକା


ଜାନୁଆରୀ

ଜନ୍ମ

ମୃତ୍ୟୁ

  • ୨୨– ପଦ୍ମଶ୍ରୀ ଗୋପାଳ ଛୋଟରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର

ଫେବୃଆରୀ

ଜନ୍ମ

  • ୧୬ – ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର (ଜନ୍ମ: ୧୯୩୯)

ମୃତ୍ୟୁ

ମାର୍ଚ୍ଚ

ଜନ୍ମ

ମୃତ୍ୟୁ


ଅପ୍ରେଲ

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ମଇ

ଜନ୍ମ

  • ଗୋପାଳ ଘୋଷ, ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା (ଜନ୍ମ: ୧୯୨୦)

ମୃତ୍ୟୁ

  • ୩୧ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ମୃତ୍ୟୁ: ୨୦୧୪)

ପର୍ବପର୍ବାଣୀ

ଜୁନ

ଜନ୍ମ

  • ଫତୁରାନନ୍ଦ, 'ସାରଳା ସମ୍ମାନ' ପ୍ରାପ୍ତ ବ୍ୟଙ୍ଗ ସାହିତ୍ୟିକ (ଜନ୍ମ: ୧୯୧୫)

ମୃତ୍ୟୁ

ପର୍ବପର୍ବାଣୀ

ଜୁଲାଇ

ଜନ୍ମ

ମୃତ୍ୟୁ

  • ୨୭ – ହୃଦାନନ୍ଦ ରାୟ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୫)

ପର୍ବପର୍ବାଣୀ

ଅଗଷ୍ଟ

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ସେପ୍ଟେମ୍ବର

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ଅକ୍ଟୋବର

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ନଭେମ୍ବର

ଡିସେମ୍ବର

ମୃତ୍ୟୁ