ଲୋକନାଥ ମିଶ୍ର

ଭାରତୀୟ ରାଜନୀତିଜ୍ଞ

ଲୋକନାଥ ମିଶ୍ର (୨୧ ନଭେମ୍ବର ୧୯୨୨[୧] - ୨୭ ମଇ ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସଭ୍ୟ ଥିଲେ ।[୨] ସେ ଆସାମର ରାଜ୍ୟପାଳ (୧୯୯୧-୧୯୯୭)[୩] ଓ ନାଗାଲାଣ୍ଡ ରାଜ୍ୟପାଳ (୧୯୯୨-୧୯୯୩) ଥିଲେ । ଭୁବନେଶ୍ୱରରେ ସେ ୨୭ ମଇ ୨୦୦୯ରେ ମୃତ୍ୟୁ ବରଣ କରିଥିଲେ ।[୪]

ଲୋକନାଥ ମିଶ୍ର
ଆସାମର ରାଜ୍ୟପାଳ
କାର୍ଯ୍ୟକାଳ
୧୭ ମାର୍ଚ୍ଚ ୧୯୯୧ – ୧ ସେପ୍ଟେମ୍ବର ୧୯୯୭
ପୂର୍ବ ଅଧିକାରୀଦେବୀ ଦାସ ଠାକୁର
ପର ଅଧିକାରୀଶ୍ରୀନିବାସ କୁମାର ସିନ୍‌ହା
ନାଗାଲ୍ୟାଣ୍ଡର ରାଜ୍ୟପାଳ
କାର୍ଯ୍ୟକାଳ
୧୩ ଅପ୍ରେଲ ୧୯୯୨ – ୧ ଅକ୍ଟୋବର ୧୯୯୨
ପୂର୍ବ ଅଧିକାରୀଏମ. ଏମ. ଥୋମାସ୍
ପର ଅଧିକାରୀଭି.କେ.ନାୟାର
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ
କାର୍ଯ୍ୟକାଳ
୧୭ ମାର୍ଚ୍ଚ ୧୯୯୧ – ୨୫ ମାର୍ଚ୍ଚ ୧୯୯୧
ପୂର୍ବ ଅଧିକାରୀଦେବୀ ଦାସ ଠାକୁର
ପର ଅଧିକାରୀସୁରେନ୍ଦ୍ରନାଥ ଦ୍ୱିବେଦୀ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୭୮
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-11-21)୨୧ ନଭେମ୍ବର ୧୯୨୨
ମୃତ୍ୟୁ୨୭ ମଇ ୨୦୦୯(2009-05-27) (ବୟସ ୮୭)
ଭୁବନେଶ୍ୱର
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀବୀଣାପାଣି ମିଶ୍ର
ସନ୍ତାନପିନାକୀ ମିଶ୍ର

ସେ କନସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ବଡ଼ ପୁଅ ଥିଲେ । ତାଙ୍କ ସାନ ଭାଇ ରଙ୍ଗନାଥ ମିଶ୍ର ଭାରତର ପୂର୍ବତନ ମୂଖ୍ୟ ବିଚାରପତି ଥିଲେ ।[୫] ତାଙ୍କ ପୁଅ ପିନାକୀ ମିଶ୍ର ୧୧ଶ, ୧୫ଶ ଓ ୧୬ଶ ଲୋକ ସଭାର ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ଅଛନ୍ତି ।

ଚଳଚ୍ଚିତ୍ର ଅଭିନେତାସମ୍ପାଦନ କରନ୍ତୁ

ଶ୍ରୀ ଲୋକନାଥ ମିଶ୍ର ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତାରେ (୧୯୪୯ ମସିହା) ମୁଖ୍ୟ ନାୟକ ଅର୍ଥାତ ବିଦ୍ୟାପତି ଭୂମିକାରେ ଅଭିନୟ କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "India Who's Who 1980-81". Retrieved 27 January 2015.
  2. "M" (PDF). Rajya Sabha Secretariat. Retrieved 27 January 2015.
  3. "Governors since 1937". Assam Legislative Assembly. Retrieved 27 January 2015.
  4. "Former Assam Governor Loknath Mishra dies". OrissaDiary. Retrieved 27 January 2015.
  5. "Ex-Governor of Assam dead". The Hindu. Retrieved 27 January 2015.

ବାହର ଆଧାରସମ୍ପାଦନ କରନ୍ତୁ