ଲକ୍ଷ୍ମୀ ପୂଜା
ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ୱାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍ଧାମ୍ରେ ପାଳନ କରାଯାଏ।
ଲକ୍ଷ୍ମୀ ପୂଜା | |
---|---|
ପାଳନକାରୀ | ହିନ୍ଦୁ ଧର୍ମାବଲମ୍ବୀ |
ପ୍ରକାର | ଭାରତୀୟ ହିନ୍ଦୁ |
ଆରମ୍ଭ | ଆଶ୍ୱିନ ପୂର୍ଣ୍ଣିମା |
ତାରିଖ | Ashvin Purnima, Ashvin Amavasyaଛାଞ୍ଚ:Infobox holiday/wd |
୨୦୨୪ ତାରିଖ | ୧୬ ଅକ୍ଟୋବର, (ବୁଧବାର) |
ସମ୍ପର୍କିତ | ଲକ୍ଷ୍ମୀ, କୁମାର ପୂର୍ଣ୍ଣିମା |
ଢେଙ୍କାନାଳର ଲକ୍ଷ୍ମୀ ପୂଜା
ସମ୍ପାଦନାଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କଦ୍ୱାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Lakshmi Puja
ବାବଦରେ ମାଧ୍ୟମ ରହିଛି ।