୨୫ ନଭେମ୍ବର
ତାରିଖ
<< | ନଭେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ୨୯ | ୩୦ | ||
୨୦୨୩ |
November 25 in recent years |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
୨୦୧୪ (ମଙ୍ଗଳବାର) |
୨୦୧୩ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ନଭେମ୍ବର ବର୍ଷର ୩୨୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୩୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୬ ଦିନ ବାକି ଅଛି ।
ଜନ୍ମସମ୍ପାଦନ କରନ୍ତୁ
- ୧୮୩୮– ଜଗନମୋହନ ଲାଲ, ଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର (ମୃତ୍ୟୁ:୧୯୧୩)
- ୧୯୨୬– ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ଭୂତପୂର୍ବ ପ୍ରଧାନ ବିଚାରପତି (ମୃତ୍ୟୁ: ୨୦୧୨)
- ୧୯୪୦– ଗଗନେନ୍ଦ୍ର ନାଥ ଦାଶ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ
- ୧୯୫୫– ନାରାୟଣ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର
- ୧୯୭୭– ପଦ୍ମଶ୍ରୀ ଦିଲୀପ ତିର୍କୀ, ଅର୍ଜୁନ ପୁରସ୍କାର ସମ୍ମାନିତ ହକି ଖେଳାଳି
ମୃତ୍ୟୁସମ୍ପାଦନ କରନ୍ତୁ
- ୧୯୬୫– ଗୋଦାବରୀଶ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୮୯୮)
ପର୍ବପର୍ବାଣିସମ୍ପାଦନ କରନ୍ତୁ
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨୫ ନଭେମ୍ବର
ବାବଦରେ ମାଧ୍ୟମ ରହିଛି ।