୩ ଡିସେମ୍ବର
ତାରିଖ
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ୨୯ | ୩୦ | ୩୧ | |
୨୦୨୧ |
December 3 in recent years |
୨୦୨୦ (ଗୁରୁବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶନିବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
୨୦୧୩ (ମଙ୍ଗଳବାର) |
୨୦୧୨ (ସୋମବାର) |
୨୦୧୧ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଡିସେମ୍ବର ବର୍ଷର ୩୩୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୩୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୮ ଦିନ ବାକି ଅଛି ।
ଜନ୍ମସମ୍ପାଦନ କରନ୍ତୁ
- ୧୮୮୪ – ରାଜେନ୍ଦ୍ର ପ୍ରସାଦ, ଭାରତର ପ୍ରଥମ ରାଷ୍ଟ୍ରପତି (ମୃତ୍ୟୁ: ୨୮ ଫେବୃଆରୀ ୧୯୬୩)
- ୧୮୯୯ – ରମାଦେବୀ ଚୌଧୁରୀ, ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୨୨ ଜୁଲାଇ ୧୯୮୫)
- ୧୯୨୯ – କୁଳମଣି ସାମଲ, ଓଡ଼ିଆ ବିଜ୍ଞାନ ଲେଖକ (ମୃତ୍ୟୁ:୧୭ ଫେବୃଆରୀ ୨୦୧୩)
- ୧୯୮୨ – ମିତାଲୀ ରାଜ, ଭାରତୀୟ ମହିଳା କ୍ରିକେଟ ଖେଳାଳି
ମୃତ୍ୟୁସମ୍ପାଦନ କରନ୍ତୁ
- ୧୯୭୯ – ଧ୍ୟାନଚାନ୍ଦ, ଭାରତୀୟ ହକି ଖେଳାଳି ଓ ଅଧିନାୟକ (ଜନ୍ମ: ୨୯ ଅଗଷ୍ଟ ୧୯୦୫)
ଘଟଣାବଳୀସମ୍ପାଦନ କରନ୍ତୁ
ପର୍ବପର୍ବାଣୀସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୩ ଡିସେମ୍ବର ବାବଦରେ ମାଧ୍ୟମ ରହିଛି । |