୨୨ ଜାନୁଆରୀ
ତାରିଖ
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୩୧ | ||||||
୨୦୨୧ |
January 22 in recent years |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ଗୁରୁବାର) |
୨୦୧୪ (ବୁଧବାର) |
୨୦୧୩ (ମଙ୍ଗଳବାର) |
୨୦୧୨ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଜାନୁଆରୀ ବର୍ଷର ୨୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୪ ଦିନ ) ।
ଜନ୍ମସମ୍ପାଦନ କରନ୍ତୁ
- ୧୯୫୪ – କୈଳାଶ ଚନ୍ଦ୍ର ମେହେର, ପଦ୍ମଶ୍ରୀ ସମ୍ମାନିତ ଚିତ୍ରଶିଳ୍ପୀ
- ୨୦୦୩ – ଭୂମିକା ଦାଶ, ଓଡ଼ିଆ ଅଭିନେତ୍ରୀ
ମୃତ୍ୟୁସମ୍ପାଦନ କରନ୍ତୁ
- ୧୬୬୬ – ମୋଗଲ ଶାସକ ଶାହଜାହାନ (ଜନ୍ମ: ୫ ଜାନୁଆରୀ ୧୫୯୨)
- ୨୦୦୩ – ଗୋପାଳ ଛୋଟରାୟ, ପଦ୍ମଶ୍ରୀ ସମ୍ମାନିତ ନାଟ୍ୟକାର (ଜନ୍ମ: ୨୦ ଅପ୍ରେଲ ୧୯୧୬)[୧]
ଘଟଣାବଳୀସମ୍ପାଦନ କରନ୍ତୁ
- ୧୫୮୪ – ସ୍ୱିଜରଲାଣ୍ଡରେ ଗ୍ରେଗରୀୟ କ୍ୟାଲେଣ୍ଡର ପ୍ରଚଳନ ଆରମ୍ଭ ।
- ୧୯୦୧ – ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ
ପର୍ବପର୍ବାଣୀସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି". ସକାଳ. Archived from the original on 22 January 2021. Retrieved 22 January 2021.
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨୨ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |