୧୦ ୧୧ ୧୨ ୧୩ ୧୪
୧୫ ୧୬ ୧୭ ୧୮ ୧୯ ୨୦ ୨୧
୨୨ ୨୩ ୨୪ ୨୫ ୨୬ ୨୭ ୨୮
୨୯ ୩୦ ୩୧
  ୨୦୨୨ (ଶନିବାର)
  ୨୦୨୧ (ଶୁକ୍ରବାର)
  ୨୦୨୦ (ଗୁରୁବାର)
  ୨୦୧୯ (ମଙ୍ଗଳବାର)
  ୨୦୧୮ (ସୋମବାର)
  ୨୦୧୭ (ରବିବାର)
  ୨୦୧୬ (ଶନିବାର)
  ୨୦୧୫ (ଗୁରୁବାର)
  ୨୦୧୪ (ବୁଧବାର)
  ୨୦୧୩ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅକ୍ଟୋବର ବର୍ଷର ୨୮୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୪ ଦିନ ବାକି ଅଛି ।

ଘଟଣାବଳୀସମ୍ପାଦନ କରନ୍ତୁ

  • ୧୮୧୮ : ଦୁଇଜଣ ବ୍ରିଟିଶ୍ ବକ୍ସିଂ ଖେଳାଳୀ ପ୍ରଥମ ଥର ପାଇଁ ଗ୍ଲୋବସ୍ ବ୍ୟବହାର କଲେ ।
  • ୧୮୬୫ : ସାନ୍ତାକୃଜ୍ ପର୍ବତରେ ଭୂମିକମ୍ପ ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ।
  • ୧୮୭୩ : ଅାମେରିକାରେ ନିର୍ମିତ ହେଲା ପ୍ରଥମ ମହିଳା କାରାଗାର ।
  • ୧୯୨୮ : ଅମେରିକାରେ ପୂର୍ବବିଭାଗ ଫୁଟବଲ୍ ଦଳ ପ୍ରତିଷ୍ଠା ।
  • ୧୯୩୨ : ଭାରତରେ ବାୟୁସେନା ବିଭାଗ ପ୍ରତିଷ୍ଠା ।
  • ୧୯୫୫ : ବିଶ୍ୱର ସର୍ବାଧିକ କ୍ଷମତାସମ୍ପନ୍ନ ବିମାନ 'ସାରାଗୋଟା'ର ଯାତ୍ରା ଆରମ୍ଭ ।
  • ୧୯୬୨ : ଆଲଜେରିଆ ଜାତିସଂଘରେ ଯୋଗ ଦେଲା ।
  • ୧୯୮୦ : ଋଷ୍-ସିରିୟା ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
  • ୧୯୮୨ : ପୋଲାଣ୍ଡ ୬ଟି ରାଷ୍ଟ୍ର ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କଲା ।
  • ୨୦୦୫ : କାଶ୍ମୀର ଭୂମିକମ୍ପରେ ହଜାର ହଜାର ଲୋକ ମୃତ ।
  • ୨୦୧୪ : ଜାପାନର ଇସାମୁ ଓକାସାକି ଓ ହିରୋସି ଓମାନୋ ଏବଂ ଅମେରିକୀୟ ବୈଜ୍ଞାନିକ ସୁଜି ନକାମୁରାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏଲ୍‌ଇଡି ଲାଇଟ୍ ଅବିଷ୍କାର ପାଇଁ ନୋବେଲ ପୁରସ୍କାର ।

ଜନ୍ମସମ୍ପାଦନ କରନ୍ତୁ

ଦେହାନ୍ତସମ୍ପାଦନ କରନ୍ତୁ

ପର୍ବପର୍ବାଣିସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ