୨ ଅକ୍ଟୋବର
ତାରିଖ
<< | ଅକ୍ଟୋବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୩୧ | ||||||
୨୦୨୧ |
October 2 in recent years |
୨୦୨୦ (ଶୁକ୍ରବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ରବିବାର) |
୨୦୧୫ (ଶୁକ୍ରବାର) |
୨୦୧୪ (ଗୁରୁବାର) |
୨୦୧୩ (ବୁଧବାର) |
୨୦୧୨ (ମଙ୍ଗଳବାର) |
୨୦୧୧ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ଅକ୍ଟୋବର ବର୍ଷର ୨୭୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୦ ଦିନ ବାକି ଅଛି ।
ଘଟଣାବଳୀସମ୍ପାଦନ କରନ୍ତୁ
- ୧୯୯୨– ଗଜପତି, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ହେଲା ।
ଜନ୍ମସମ୍ପାଦନ କରନ୍ତୁ
- ୧୮୬୯– ମୋହନଦାସ କରମଚାନ୍ଦ ଗାନ୍ଧୀ, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୩୦ ଜାନୁଆରୀ ୧୯୪୮)
- ୧୯୦୪– ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ, ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୧୧ ଜାନୁଆରୀ ୧୯୬୬)
- ୧୯୪୭– ଅପୂର୍ବ ରଞ୍ଜନ ରାୟ, ଓଡ଼ିଆ ସାହିତ୍ୟିକ, ସମ୍ପାଦକ (ମୃତ୍ୟୁ: ୨୭ ଅଗଷ୍ଟ ୨୦୧୬)
- ୧୯୭୮– ରଚନା ବାନାର୍ଜୀ, ଓଡ଼ିଆ ଓ ବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ମୃତ୍ୟୁସମ୍ପାଦନ କରନ୍ତୁ
ପର୍ବପର୍ବାଣୀସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨ ଅକ୍ଟୋବର ବାବଦରେ ମାଧ୍ୟମ ରହିଛି । |