କାର୍ତ୍ତିକ କୁମାର ଘୋଷ
ଓଡ଼ିଆ କଥାଚିତ୍ର ଅଭିନେତା
କାର୍ତ୍ତିକ କୁମାର ଘୋଷ (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।[୧]କାହାଣୀକାର ଓ ଗୀତିକାର ଅଶ୍ୱିନୀ କୁମାର ଘୋଷ କାର୍ତ୍ତିକ କୁମାରଙ୍କ ସାନ ଭାଇ । ଶ୍ରୀ ଲୋକନାଥ କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ । ତାଙ୍କ ରଚିତ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ' ୧୯୮୪ ମସିହାରେ ପ୍ରକାଶିତ ହେଇଥିଲା ।[୨] ୧୯୯୭, ମଇ ୧୯ ତାରିଖ ଦିନ ତାଙ୍କର ମୃତ୍ୟୁ ହେଇଥିଲା ।[୩]
କାର୍ତ୍ତିକ କୁମାର ଘୋଷ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୩ ଅକ୍ଟୋବର ୧୯୦୩ ବାଖରାବାଦ, କଟକ |
ମୃତ୍ୟୁ | ୧୯ ମଇ ୧୯୯୭ | (ବୟସ ୯୩)
କାର୍ଯ୍ୟକାଳ | ୧୯୫୦-୧୯୮୧ |
ପ୍ରସିଦ୍ଧି | ଅଭିନେତା |
ପୁରସ୍କାର | ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ |
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
- ସୀତା ଲବକୁଶ (୧୯୮୦)
- ମାଟିର ମଣିଷ (୧୯୬୬)
- ପରିଣାମ (୧୯୬୧)
- ଶ୍ରୀ ଜଗନ୍ନାଥ (୧୯୫୦)
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୩-୯୪ [୪]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୧୯୯୬[୫]
ଆଧାରସମ୍ପାଦନ କରନ୍ତୁ
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 5 February 2013.
Born on 23rd October 1903 at Bakhrabad in Cuttack.Kartik Kumar Ghosh
- ↑ "Library Books". Retrieved 7 January 2016.
- ↑ "ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ". ସମ୍ବାଦ. Retrieved 21 May 2016.
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "Eminent Odissi vocalist to be awarded - Times Of India". indiatimes.com. 2002. Retrieved 5 February 2013.
Kartik Kumar Ghosh for theatre (1996)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- କାର୍ତ୍ତିକ କୁମାର ଘୋଷ (ଇଣ୍ଟରନେଟ ମୁଭି ଡାଟାବେସରେ)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |