୮ ସେପ୍ଟେମ୍ବର
ତାରିଖ
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ||||
୪ | ୫ | ୬ | ୭ | ୮ | ୯ | ୧୦ |
୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
୨୫ | ୨୬ | ୨୭ | ୨୮ | ୨୯ | ୩୦ | |
୨୦୨୨ |
September 8 in recent years |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
୨୦୧୩ (ରବିବାର) |
୨୦୧୨ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ସେପ୍ଟେମ୍ବର ବର୍ଷର ୨୫୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୪ ଦିନ ବାକି ଅଛି ।
ଘଟଣାବଳୀସମ୍ପାଦନ କରନ୍ତୁ
- ୧୭୨୭: ଇଂଲଣ୍ଡରେ ଏକ ମେଳାରେ ଅଗ୍ନିକାଣ୍ଡ ଘଟି ୭୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
- ୧୯୦୦: ଟେକ୍ସାଜ୍ ଘୂର୍ଣ୍ଣିଝଡ଼ରେ ୬୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୯୩୪: ନ୍ୟୁୟର୍କ ଉପକୂଳରେ ଯାତ୍ରୀବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟି ୧୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
- ୧୯୫୧: ବିଶ୍ୱର ୧୪୮ଟି ରାଷ୍ଟ୍ର ଜାପାନ ସହ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
- ୧୯୬୩: ଆଲଜେରିଆରେ ନୂତନ ଆଇନ ପ୍ରଣୟନ କରାଯାଇଥିଲା ।
- ୧୯୯୧: ମାସିଡୋନିଆ ସ୍ୱାଧୀନ ହୋଇଥିଲା ।
- ୨୦୦୪: ନାସାର ମହାକାଶଯାନ ଜେନେସିସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଜନ୍ମସମ୍ପାଦନ କରନ୍ତୁ
Sep-8, 1994-Trushna Priyadarsiniସମ୍ପାଦନ କରନ୍ତୁ
ଦେହାନ୍ତସମ୍ପାଦନ କରନ୍ତୁ
ପର୍ବପର୍ବାଣିସମ୍ପାଦନ କରନ୍ତୁ
ସମଗ୍ର ବିଶ୍ୱରେ ଏହି ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ ।
ଆଧାରସମ୍ପାଦନ କରନ୍ତୁ
- ↑ "ଇତିହାସରେ ଆଜି". ସମାଜ. Retrieved 8 September 2016.
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୮ ସେପ୍ଟେମ୍ବର ବାବଦରେ ମାଧ୍ୟମ ରହିଛି । |