ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା
ସପ୍ତଦଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)ସମ୍ପାଦନ କରନ୍ତୁ
ଚଳିତ ୧୭ଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
# | ନିର୍ବାଚନ ମଣ୍ଡଳୀ | ୧୭ଶ ଲୋକ ସଭା ସଦସ୍ୟ[୧] | ରାଜନୈତିକ ଦଳ |
---|---|---|---|
୧ | ବରଗଡ଼ | ସୁରେଶ ପୂଜାରୀ | ବିଜେପି |
୨ | ସୁନ୍ଦରଗଡ଼ | ଜୁଏଲ ଓରାମ | ବିଜେପି |
୩ | ସମ୍ବଲପୁର | ନୀତେଶ ଗଙ୍ଗଦେବ | ବିଜେପି |
୪ | କେନ୍ଦୁଝର | ଚନ୍ଦ୍ରାଣୀ ମୁର୍ମୁ | ବିଜେଡି |
୫ | ମୟୂରଭଞ୍ଜ | ବିଶ୍ୱେଶ୍ୱର ଟୁଡ଼ୁ | ବିଜେପି |
୬ | ବାଲେଶ୍ୱର | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ବିଜେପି |
୭ | ଭଦ୍ରକ | ମଞ୍ଜୁଲତା ମଣ୍ଡଳ | ବିଜେଡି |
୮ | ଯାଜପୁର | ଶର୍ମିଷ୍ଠା ସେଠୀ | ବିଜେଡି |
୯ | ଢେଙ୍କାନାଳ | ମହେଶ ସାହୁ | ବିଜେଡି |
୧୦ | ବଲାଙ୍ଗୀର | ସଙ୍ଗୀତା କୁମାରୀ ସିଂଦେଓ | ବିଜେପି |
୧୧ | କଳାହାଣ୍ଡି | ବସନ୍ତ କୁମାର ପଣ୍ଡା | ବିଜେପି |
୧୨ | ନବରଙ୍ଗପୁର | ରମେଶ ଚନ୍ଦ୍ର ମାଝି | ବିଜେଡି |
୧୩ | କନ୍ଧମାଳ | ଅଚ୍ୟୁତ ସାମନ୍ତ | ବିଜେଡି |
୧୪ | କଟକ | ଭର୍ତ୍ତୃହରି ମହତାବ | ବିଜେଡି |
୧୫ | କେନ୍ଦ୍ରାପଡ଼ା | ଅନୁଭବ ମହାନ୍ତି | ବିଜେଡି |
୧୬ | ଜଗତସିଂହପୁର | ରାଜଶ୍ରୀ ମଲ୍ଲିକ | ବିଜେଡି |
୧୭ | ପୁରୀ | ପିନାକୀ ମିଶ୍ର | ବିଜେଡି |
୧୮ | ଭୁବନେଶ୍ୱର | ଅପରାଜିତା ଷଡ଼ଙ୍ଗୀ | ବିଜେପି |
୧୯ | ଆସିକା | ପ୍ରମିଳା ବିଶୋଇ | ବିଜେଡି |
୨୦ | ବ୍ରହ୍ମପୁର | ଚନ୍ଦ୍ରଶେଖର ସାହୁ | ବିଜେଡି |
୨୧ | କୋରାପୁଟ | ସପ୍ତଗିରି ଶଙ୍କର ଉଲାକା | କଂଗ୍ରେସ |
ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)ସମ୍ପାଦନ କରନ୍ତୁ
ଗତ ୧୫ଶ ଲୋକ ସଭା(୨୦୦୯-୨୦୧୪)ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
ନିର୍ବାଚନ ମଣ୍ଡଳୀ | ସାଂସଦ | ରାଜନୈତିକ ଦଳ | ସୁଚନା |
---|---|---|---|
ଆସ୍କା | ନିତ୍ୟାନନ୍ଦ ପ୍ରଧାନ | ବିଜୁ ଜନତା ଦଳ | - |
କଟକ | ଭର୍ତ୍ତୃହରି ମହତାବ | ବିଜୁ ଜନତା ଦଳ | - |
କଳାହାଣ୍ଡି | ଭକ୍ତ ଚରଣ ଦାସ | ଭାରତୀୟ ଜାତୀୟ କଂଗ୍ରେସ | - |
କନ୍ଧମାଳ | ରୁଦ୍ରମାଧବ ରାୟ | ବିଜୁ ଜନତା ଦଳ | - |
କେନ୍ଦୁଝର | ଯଶବନ୍ତ ନାରାୟଣ ସିଂହ ଲାଗୁରି | ବିଜୁ ଜନତା ଦଳ | - |
କେନ୍ଦ୍ରାପଡ଼ା | ବୈଜୟନ୍ତ ପଣ୍ଡା | ବିଜୁ ଜନତା ଦଳ | - |
କୋରାପୁଟ | ଜୟରାମ ପାଙ୍ଗି | ବିଜୁ ଜନତା ଦଳ | - |
ଜଗତସିଂହପୁର | ବିଭୁ ପ୍ରସାଦ ତରାଇ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | - |
ଢେଙ୍କାନାଳ | ତଥାଗତ ଶତପଥୀ | ବିଜୁ ଜନତା ଦଳ | - |
ନବରଙ୍ଗପୁର | ପ୍ରଦୀପ କୁମାର ମାଝି | ଭାରତୀୟ ଜାତୀୟ କଂଗ୍ରେସ | - |
ପୁରୀ | ପିନାକି ମିଶ୍ର | ବିଜୁ ଜନତା ଦଳ | - |
ବରଗଡ଼ | ସଞ୍ଜୟ ଭୋଇ | ଭାରତୀୟ ଜାତୀୟ କଂଗ୍ରେସ | - |
ବଲାଙ୍ଗୀର | କଳିକେଶ ନାରାୟଣ ସିଂଦେଓ | ବିଜୁ ଜନତା ଦଳ | - |
ବାଲେଶ୍ୱର | ଶ୍ରୀକାନ୍ତ କୁମାର ଜେନା | ଭାରତୀୟ ଜାତୀୟ କଂଗ୍ରେସ | - |
ବ୍ରହ୍ମପୁର | ସିଦ୍ଧାନ୍ତ ମହାପାତ୍ର | ବିଜୁ ଜନତା ଦଳ | - |
ଭଦ୍ରକ | ଅର୍ଜୁନ ଚରଣ ସେଠୀ | ବିଜୁ ଜନତା ଦଳ | - |
ଭୁବନେଶ୍ୱର | ପ୍ରସନ୍ନ କୁମାର ପାଟଶାଣି | ବିଜୁ ଜନତା ଦଳ | - |
ମୟୂରଭଞ୍ଜ | ଲକ୍ଷ୍ମଣ ଟୁଡୁ | ବିଜୁ ଜନତା ଦଳ | - |
ଯାଜପୁର | ମୋହନ ଜେନା | ବିଜୁ ଜନତା ଦଳ | - |
ସମ୍ବଲପୁର | ଅମରନାଥ ପ୍ରଧାନ | ଭାରତୀୟ ଜାତୀୟ କଂଗ୍ରେସ | - |
ସୁନ୍ଦରଗଡ଼ | ହେମାନନ୍ଦ ବିଶ୍ୱାଳ | ଭାରତୀୟ ଜାତୀୟ କଂଗ୍ରେସ | - |