୧୮ଶ ଲୋକ ସଭା

ଭାରତୀୟ ଲୋକ ସଭାର ୧୮ଶ ସଂସ୍କରଣ

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କଦ୍ୱାରା ୧୮ତମ ଲୋକ ସଭା ଗଠନ କରାଯାଇଥିଲା । ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୧୯ ଅପ୍ରେଲ ୨୦୨୪ରୁ ୧ ଜୁନ ୨୦୨୪ ପର୍ଯ୍ୟନ୍ତ ସମଗ୍ର ଭାରତରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୪୩ ଜଣ ସାଂସଦ ନିର୍ବାଚିତ ହୋଇଥିଲେ ।[a] ୪ ଜୁନ ୨୦୨୪ ଦିନ ସକାଳେ ଆନୁଷ୍ଠାନିକ ଭାବେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ୪ ଓ ୫ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ।

୧୮ଶ ଲୋକ ସଭା
୧୭ଶ ଲୋକ ସଭା ୧୯ଶ ଲୋକ ସଭା
ନୂତନ ସଂସଦ ଭବନ
Overview
ସଭାଭାରତୀୟ ସଂସଦ
କାର୍ଯ୍ୟକାଳଜୁନ ୨୦୨୪ –
ନିର୍ବାଚନ୨୦୨୪ ଭାରତୀୟ ସାଧାରଣ ନିର୍ବାଚନ
ସରକାରତୃତୀୟ ମୋଦୀ ମନ୍ତ୍ରୀ ମଣ୍ଡଳ
୫ମ ଏନଡିଏ ସରକାର
ସୋଭେରିଆନ୍
ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ
ଉପ ରାଷ୍ଟ୍ରପତିଜଗଦୀପ ଧଙ୍କର
ଲୋକ ସଭା
ସଦସ୍ୟଗଣ୫୪୩
ବାଚସ୍ପତିTBD
ସଂସଦ ଦଳର ନେତାଶ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନ ମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ
ବିରୋଧୀ ଦଳର ନେତାଶ୍ରୀ ରାହୁଲ ଗାନ୍ଧୀ
Party controlTBD

ସଦସ୍ୟଗଣ

ସମ୍ପାଦନା
  • ବାଚସ୍ପତି:
  • ଉପ-ବାଚସ୍ପତି:
  • ଗୃହ ଅଧକ୍ଷ:
  • ବିରୋଧୀଦଳ ନେତା:
  • ସାଧାରଣ ସେକ୍ରେଟେରୀ: ଉତ୍ପଳ କୁମାର ସିଂ[]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ସମ୍ପାଦନା
ରାଜନୈତିକ ଦଳ ଆସନ ସଂଖ୍ୟା ସାଂସଦ ଦଳର ନେତା
ଭାରତୀୟ ଜନତା ପାର୍ଟି ୨୪୦ ନରେନ୍ଦ୍ର ମୋଦୀ
ଭାରତୀୟ ଜାତୀୟ କଂଗ୍ରେସ ୧୦୧ ରାହୁଲ ଗାନ୍ଧୀ
ସମାଜବାଦୀ ପାର୍ଟି ୩୭ ଅଖିଳେଶ ଯାଦବ
ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ୨୯ ସୁଦୀପ ବନ୍ଦୋପାଧ୍ୟାୟ
ଡିଏମ୍‌କେ ୨୨ ଟି.ଆର୍. ବାଲୁ
ତେଲୁଗୁ ଦେଶମ୍ ପାର୍ଟି ୧୬ କିଞ୍ଜାରପୁ ରାମ ମୋହନ ନାଇଡ଼ୁ
ଜନତା ଦଳ(ଇଉନାଇଟେଡ୍) ୧୨ ଲଲ୍ଲନ ସିଂହ
ଏସ୍ଏସ୍(ୟୁବିଟି) ବିନାୟକ ରାଉତ
ନ୍ୟାସନାଲ୍ କଂଗ୍ରେ ପାର୍ଟି(ଏସ୍‌ପି) ସୁପ୍ରିୟା ସୁଲେ
ଏସ୍ଏଚ୍ଏସ୍ ରାହୁଲ ଶେୱାଲେ
ଏଲ୍‌ଜେପି(ଆର୍‌ଭି) ଚିରାଗ ପାସୱାନ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଅମର ରାମ
ରାଷ୍ଟ୍ରିୟ ଜନତା ଦଳ 4 ମିଶା ଭାରତୀ
ୱାଇଏସ୍ଆର୍ କଂଗ୍ରେସ ପାର୍ଟି ପି. ଭି. ମିଧୁନ ରେଡ୍ଡି
ଆମ୍ ଆଦମି ପାର୍ଟି
ଆଇଇଉଏମ୍ଏଲ୍ ଇ ଟି ମହମ୍ମଦ ବାଶୀର
ଜେଏମ୍ଏମ୍ ବିଜୟ କୁମାର ହାଁସଦା
ସିପିଆଇ(ଏମ୍ଏଲ୍)ଏଲ୍
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
ଜନତା ଦଳ(ଏସ୍)
ଜେକେଏନ୍‌ସି
ଜେଏସ୍‌ପି
ଆର୍‌ଏଲ୍‌ଡି
ଭିସିକେ
ଏଡି(ଏସ୍) ଅନୁପ୍ରିୟା ପଟେଲ
ଏଜିପି ଫଣୀ ଭୂଷଣ ଚୌଧୁରୀ
ଏଆଇଏମ୍ଆଇଏମ୍ ଅସଦୁଦ୍ଦିନ ଓୱାଇସି
ଏଜେଏସ୍‌ୟୁ ଚନ୍ଦ୍ର ପ୍ରକାଶ ଚୌଧୁରୀ
ଏଏସ୍‌ପି(କେଆର୍) ଚନ୍ଦ୍ରଶେଖର ଆଜାଦ
ବିଏପି ରାଜକୁମାର ରାଉତ
ଏଚ୍ଏଏମ୍(ଏସ୍) ଜିତାନ ରାମ ମାଞ୍ଝି
କେଇସି କେ. ଫ୍ରାନ୍ସିସ୍ ଜର୍ଜ
ଏନ୍‌ସିପି ସୁନୀଲ ତତକରେ
ଏମ୍‌ଡିଏମ୍‌କେ ଦୁରାଇ ବାଇକୋ
ଆର୍‌ଏଲ୍‌ପି ହନୁମାନ ବେନିୱାଲ
ଆର୍‌ଏସ୍‌ପି ଏନ୍.କେ. ପ୍ରେମଚନ୍ଦ୍ରନ
ଏସ୍‌ଏଡି ହାର୍ସିମର୍ତ କୌର ବାଦଲ
ଏସ୍‌କେଏମ୍ ଇନ୍ଦ୍ରା ହଙ୍ଗ ସୁବ୍ବା
ୟୁପିପିଏଲ୍ ଜୟନ୍ତ ବସୁମତାରୀ
ଭିପିପି ରିକି ଏଜେ ସ୍ୟାଙ୍ଗକୋନ
ଜେଡ୍‌ପିଏମ୍ ରିଚାର୍ଡ଼ ବନଲାଲହମଙ୍ଗାଇହା
ସ୍ୱାଧୀନ
  • ପ୍ରକାଶବାପୁ ବସନ୍ତଦାଦା ପାଟିଲ
  • ପଟେଲ ଉମେଶଭାଇ ବାବୁଭାଇ
  • ରାଜେଶ ରଞ୍ଜନ
  • ମହମ୍ମଦ ହନୀଫା
  • ସରବଜୀତ ସିଂହ ଖାଲ୍‌ସା
  • ଅମୃତପାଳ ସିଂହ
  • ଅବଦୁଲ ରାଶିଦ ଶୈଖ
  1. Repolling at one booth each in the Barasat and Mathurapur constituencies of West Bengal were held on 3 June due to violence.
  1. "Senior IAS officer Utpal Kumar Singh named Lok Sabha Secretary General - ET Government". Economic Times (in ଇଂରାଜୀ). 30 November 2020. Retrieved 4 March 2021.

ବାହାର ଲିଙ୍କ୍

ସମ୍ପାଦନା