ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

ବଲାଙ୍ଗୀର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ବୀରମହାରାଜପୁର
  2. ସୋନପୁର
  3. ଲୋଇସିଂହା
  4. ପାଟନାଗଡ଼
  5. ବଲାଙ୍ଗୀର
  6. ଟିଟଲାଗଡ଼
  7. କଣ୍ଟାବାଞ୍ଝି

ଆଉରି ଦେଖନ୍ତୁ

ସମ୍ପାଦନା
  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-15.