ରୀତା ତରାଇ
ରୀତା ତରାଇ (ଜନ୍ମ, ୧୦ ମଇ ୧୯୭୬) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତର ସାଧାରଣ ନିର୍ବାଚନରେ ୧୬ଶ ଲୋକ ସଭାକୁ ଓଡ଼ିଶାର ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳର ଜଣେ ସଦସ୍ୟ[୨] ।
ରୀତା ତରାଇ | |
---|---|
ସଦସ୍ୟ: ୧୬ଶ ଲୋକ ସଭା | |
Assumed office ୨୦୧୪ | |
ପୂର୍ବ ଅଧିକାରୀ | ମୋହନ ଜେନା |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାୟପୁର, ଯାଜପୁର, ଓଡ଼ିଶା |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସନ୍ତୋଷ କୁମାର ତରାଇ |
ସନ୍ତାନ | ୨ ଝିଅ |
ପେଷା | ରାଜନୀତିଜ୍ଞ |
ଆଦ୍ୟ ଜୀବନ
ସମ୍ପାଦନାସେ ଓଡ଼ିଶାର, ଯାଜପୁର ଜିଲ୍ଲା ଅନ୍ତର୍ଗତ ରାୟପୁରଠାରେ ଜନ୍ମ ଗ୍ରହଣ କରିଥିଲେ[୩] । ଯାଜପୁର ଜିଲ୍ଲାର ପାଲିଚନ୍ଦ୍ରପୁରଠାରେ ଅବସ୍ଥିତ, ପଲ୍ଲିଶ୍ରୀ ମହିଳା ମହାବିଦ୍ୟାଳୟରେ ୧୯୯୫ ମସିହାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ[୪] ।
ରାଜନୈତିକ ଜୀବନ
ସମ୍ପାଦନାଏହା ମଧ୍ଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Constituencywise Trends". Election Commission of India. Archived from the original on 28 May 2014. Retrieved 19 May 2014.
- ↑ "Rita Tarai". Retrieved 21 February 2018.
- ↑ ୩.୦ ୩.୧ ୩.୨ ୩.୩ "Rita Tarai". Retrieved 21 February 2018.
- ↑ "Educational Details". Retrieved 21 February 2018.
- ↑ "Rita Tarai". Retrieved 21 February 2018.