ସୁକାନ୍ତ କୁମାର ପାଣିଗ୍ରାହୀ

ଓଡ଼ିଆ ରାଜନେତା

ସୁକାନ୍ତ କୁମାର ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ସୁକାନ୍ତ କୁମାର ପାଣିଗ୍ରାହୀ
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀଅଚ୍ୟୁତ ସାମନ୍ତ
ନିର୍ବାଚନ ମଣ୍ଡଳୀକନ୍ଧମାଳ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ସମ୍ପାଦନା

ସୁକାନ୍ତ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୪,୧୬,୪୧୫ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ୨୧,୩୭୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

  1. Quint, The (2024-06-04). "Kandhamal Election Result 2024 Live Updates: BJP's Sukanta Kumar Panigrahi Has Won This Lok Sabha Seat". TheQuint (in ଇଂରାଜୀ). Retrieved 2024-06-05.
  2. "Kandhamal, Odisha Lok Sabha Election Results 2024 Highlights: Sukanta Kumar Panigrahi Wins the Seat by 21371 Votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. "Odisha Lok Sabha Election Result 2024: BJP Won on 20 Seats of Odisha Chunav. Check Stats at results.eci.gov.in". Jagranjosh.com (in ଇଂରାଜୀ). 2024-06-05. Retrieved 2024-06-05.
  4. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  5. "2024 Indian General Election Results: Puri (Odisha)". Election Commission of India. Retrieved 6 June 2024.