ମଞ୍ଜୁଲତା ମଣ୍ଡଳ
ଓଡ଼ିଆ ରାଜନୀତିଜ୍ଞା
ମଞ୍ଜୁଲତା ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜାନୀତିଜ୍ଞା । ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଅଭିମନ୍ୟୁ ସେଠୀଙ୍କୁ ୨୮,୮୦୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]
ମଞ୍ଜୁଲତା ମଣ୍ଡଳ | |
---|---|
ସଦସ୍ୟା: ୧୭ଶ ଲୋକ ସଭା | |
ପୂର୍ବ ଅଧିକାରୀ | ଅର୍ଜୁନ ଚରଣ ସେଠୀ, ବିଜେଡି |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
Assumed office ୨୦୧୯ | |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ମୁକ୍ତିକାନ୍ତ ମଣ୍ଡଳ[୧] |
ଘର | ବାସୁଦେବପୁର, ଜଗନ୍ନାଥ ବିହାର, ଶାଳଦି କଲୋନୀ, ଭଦ୍ରକ, ଭଦ୍ରକ ଜିଲ୍ଲା, ପିନ: ୭୫୬୧୨୪ |
ବୃତ୍ତି | ବ୍ୟବସାୟ, ରାଜନୀତିଜ୍ଞ |
୦୩ ଜୁନ, ୨୦୧୯ ସୁଦ୍ଧା ଆଧାର: [୧] |
ଶିକ୍ଷା
ସମ୍ପାଦନାମଞ୍ଜୁଲତା କଳାରେ ସ୍ନାତକ କରିଥିଲେ ।[୪]
ଆଧାର
ସମ୍ପାଦନା- ↑ Bureau, O. B. (2019-03-27). "BJD Inches Closer To Its Promise To Send 33% Women To Parliament". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-06-05.
- ↑ "MANJULATA MANDAL : Bio, Political life, Family & Top stories". The Times of India. Retrieved 2019-06-03.
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-03.
- ↑ "Manjulata Mandal". Shakti (in ବ୍ରିଟିଶ୍ ଇଂରାଜୀ). Retrieved 2019-06-03.
ଉଇକିମିଡ଼ିଆ କମନ୍ସରେ ମଞ୍ଜୁଲତା ମଣ୍ଡଳ
ବାବଦରେ ମାଧ୍ୟମ ରହିଛି ।