ଓଡ଼ିଶାର ନେତାମାନଙ୍କର ତାଲିକା

ଓଡ଼ିଶା ରାଜନୀତିର ନେତାମାନଙ୍କର ତାଲିକା ଓଡ଼ିଶାର ରାଜନୀତିରେ ସିଧାସଳଖ ଜଡ଼ିତ ଥିବା ନେତାମାନଙ୍କ ସମ୍ପର୍କରେ ସୂଚନା ଦେଇଥାଏ ।

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଗଣ

ସମ୍ପାଦନା

ମୁଖ୍ୟମନ୍ତ୍ରୀଗଣ

ସମ୍ପାଦନା
ନାମ ପଦବୀ କାର୍ଯ୍ୟକାଳ ସୂଚନା
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୧.୦୫-୨୦୦୯ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୬.୦୫.୨୦୦୪ଠାରୁ ୨୦.୦୫.୨୦୦୯
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୫.୦୩.୨୦୦୦ଠାରୁ ୧୫.୦୫.୨୦୦୪
ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ୦୬.୧୨.୧୯୯୯ଠାରୁ ୦୫-୦୩-୨୦୦୦
ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ୦୭.୦୨.୧୯୯୯ଠାରୁ ୦୬.୧୨.୧୯୯୯
ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୫.୦୩.୧୯୯୫ଠାରୁ ୧୭.୦୨.୧୯୯୯
ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୫.୦୩.୧୯୯୦ଠାରୁ ୧୫.୦୩.୧୯୯୫
ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ୦୭.୧୨.୧୯୮୯ଠାରୁ ୦୪.୦୩.୧୯୯୦
ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୯.୦୬.୧୯୮୦ଠାରୁ ୦୭.୧୨.୧୯୮୯
ନିଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ୨୬.୦୬.୧୯୭୭ଠାରୁ ୦୭.୦୨.୧୯୮୦
ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ୨୯.୧୨.୧୯୭୬ଠାରୁ ୩୦.୦୪.୧୯୭୭
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ୦୬.୦୩.୧୯୭୪ଠାରୁ ୧୬.୧୨.୧୯୭୬
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ୧୪.୦୬.୧୯୭୨ଠାରୁ ୦୩.୦୩.୧୯୭୩
ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ୦୩.୦୪.୧୯୭୧ଠାରୁ ୧୪.୦୬.୧୯୭୨
ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧
ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ୨୧.୦୨.୧୯୬୫ଠାରୁ ୦୮.୦୩.୧୯୬୭
ବୀରେନ ମିତ୍ର ମୁଖ୍ୟମନ୍ତ୍ରୀ ୦୨.୧୦.୧୯୬୩ଠାରୁ ୨୧.୦୨.୧୯୬୫
ବିଜୟାନନ୍ଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୩.୦୬.୧୯୬୧ଠାରୁ ୦୨.୧୦.୧୯୬୩
ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ୧୯.୧୦.୧୯୫୬ଠାରୁ ୨୫.୦୨.୧୯୬୧
ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ୧୨.୦୫.୧୯୫୦ଠାରୁ ୧୯.୧୦.୧୯୫୬

ଓଡ଼ିଶାର ପ୍ରଧାନମନ୍ତ୍ରୀଗଣ

ସମ୍ପାଦନା
ନାମ ପଦବୀ କାର୍ଯ୍ୟକାଳ ସୂଚନା
ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ୨୩.୦୪.୧୯୪୬ଠାରୁ ୧୨.୦୫.୧୯୫୦
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ପ୍ରଧାନମନ୍ତ୍ରୀ ୨୪.୧୧.୧୯୪୧ଠାରୁ ୩୦.୦୬.୧୯୪୪
ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ୧୯-୦୭-୧୯୩୭ଠାରୁ ୦୬.୧୧.୧୯୩୯
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ପ୍ରଧାନମନ୍ତ୍ରୀ ୦୧-୦୧-୧୯୩୭ଠାରୁ ୧୯.୦୭.୧୯୩୭

ଲୋକ ସଭା ସାଂସଦ

ସମ୍ପାଦନା

ଚଳିତ ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା ।

ନିର୍ବାଚନ ମଣ୍ଡଳୀ ସାଂସଦ ରାଜନୈତିକ ଦଳ ସୁଚନା
ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜୁ ଜନତା ଦଳ -
କଟକ ଭର୍ତ୍ତୃହରି ମହତାବ ବିଜୁ ଜନତା ଦଳ -
କଳାହାଣ୍ଡି ଭକ୍ତ ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସ -
କନ୍ଧମାଳ ରୁଦ୍ରମାଧବ ରାୟ ବିଜୁ ଜନତା ଦଳ -
କେନ୍ଦୁଝର ଯଶବନ୍ତ ନାରାୟଣ ସିଂହ ଲାଗୁରି ବିଜୁ ଜନତା ଦଳ -
କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳ -
କୋରାପୁଟ ଜୟରାମ ପାଙ୍ଗି ବିଜୁ ଜନତା ଦଳ -
ଜଗତସିଂହପୁର ବିଭୁ ପ୍ରସାଦ ତରାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି -
ଢେଙ୍କାନାଳ ତଥାଗତ ଶତପଥୀ ବିଜୁ ଜନତା ଦଳ -
ନବରଙ୍ଗପୁର ପ୍ରଦୀପ କୁମାର ମାଝି ଭାରତୀୟ ଜାତୀୟ କଂଗ୍ରେସ -
ପୁରୀ ପିନାକି ମିଶ୍ର ବିଜୁ ଜନତା ଦଳ -
ବରଗଡ଼ ସଞ୍ଜୟ ଭୋଇ ଭାରତୀୟ ଜାତୀୟ କଂଗ୍ରେସ -
ବଲାଙ୍ଗୀର କଳିକେଶ ନାରାୟଣ ସିଂଦେଓ ବିଜୁ ଜନତା ଦଳ -
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା ଭାରତୀୟ ଜାତୀୟ କଂଗ୍ରେସ -
ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜୁ ଜନତା ଦଳ -
ଭଦ୍ରକ ଅର୍ଜୁନ ଚରଣ ସେଠୀ ବିଜୁ ଜନତା ଦଳ -
ଭୁବନେଶ୍ୱର ପ୍ରସନ୍ନ କୁମାର ପାଟଶାଣି ବିଜୁ ଜନତା ଦଳ -
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡୁ ବିଜୁ ଜନତା ଦଳ -
ଯାଜପୁର ମୋହନ ଜେନା ବିଜୁ ଜନତା ଦଳ -
ସମ୍ବଲପୁର ଅମରନାଥ ପ୍ରଧାନ ଭାରତୀୟ ଜାତୀୟ କଂଗ୍ରେସ -
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ ଭାରତୀୟ ଜାତୀୟ କଂଗ୍ରେସ -

ରାଜ୍ୟସଭା ସାଂସଦ

ସମ୍ପାଦନା
ସାଂସଦ ରାଜନୈତିକ ଦଳ ସୁଚନା
ଶଷି ଭୂଷଣ ବେହେରା ବିଜୁ ଜନତା ଦଳ -
ରାମଚନ୍ଦ୍ର ଖୁଣ୍ଟିଆ ଭାରତୀୟ ଜାତୀୟ କଂଗ୍ରେସ -
ପ୍ୟାରିମୋହନ ମହାପାତ୍ର ବିଜୁ ଜନତା ଦଳ -
ମଙ୍ଗଳା କିଷାନ ବିଜୁ ଜନତା ଦଳ -
କିଶୋର କୁମାର ମହାନ୍ତି ବିଜୁ ଜନତା ଦଳ -
ରୁଦ୍ରନାରାୟଣ ପାଣି ଭାରତୀୟ ଜନତା ପାର୍ଟି -
ବୈଷ୍ଣବ ପରିଡ଼ା ବିଜୁ ଜନତା ଦଳ -
ରେଣୁବାଳା ପ୍ରଧାନ ବିଜୁ ଜନତା ଦଳ -
ସୁଶିଳା ତିରିଆ ଭାରତୀୟ ଜାତୀୟ କଂଗ୍ରେସ -
ବଲବୀର ପୁଞ୍ଜ ଭାରତୀୟ ଜନତା ପାର୍ଟି -

ଆହୁରି ଦେଖନ୍ତୁ

ସମ୍ପାଦନା
  1. Primie ministers and Chief ministers of Odisha
  2. Odisha Chief Ministers List
  3. ନାୟକ, ଉଦ୍ଧବ ଚରଣ (January 2014). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା.