ଅନୀତା ଶୁଭଦର୍ଶିନୀ

ଓଡ଼ିଆ ରାଜନୀତିଜ୍ଞା

ଅନୀତା ଶୁଭଦର୍ଶିନୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ଅନୀତା ଶୁଭଦର୍ଶିନୀ
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀପ୍ରମିଳା ବିଶୋଇ
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୧୯ ମାର୍ଚ୍ଚ ୨୦୧୪ - ଏବେଯାଏଁ)
ବାପା/ବୋଉରାମକୃଷ୍ଣ ପଟ୍ଟନାୟକ (ବାପା)
କୁମୁଦିନୀ ପଟ୍ଟନାୟକ (ମାଆ)
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ସମ୍ପାଦନା

ଅନୀତା ଶୁଭଦର୍ଶିନୀ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୪,୯୪,୨୨୬ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ୯୯,୯୭୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

  1. Quint, The (2024-06-04). "Aska Election Result 2024 Live Updates: BJP's Anita Subhadarshini Has Won This Lok Sabha Seat". TheQuint (in ଇଂରାଜୀ). Retrieved 2024-06-05.
  2. "Aska, Odisha Lok Sabha Election Results 2024 Highlights: Anita Subhadarshini of BJP clinches victory". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. "Aska election results 2024 live updates: BJP's Anita Subhadarshini triumphs in Aska, defeats BJD's Ranjita Sahu by 99,974 votes". The Times of India. 2024-06-05. ISSN 0971-8257. Retrieved 2024-06-05.
  4. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  5. "2024 Indian General Election Results: Puri (Odisha)". Election Commission of India. Retrieved 6 June 2024.