ସୁନ୍ଦରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

'ସୁନ୍ଦରଗଡ଼' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ତଳସରା
  2. ସୁନ୍ଦରଗଡ଼
  3. ବୀରମିତ୍ରପୁର
  4. ରଘୁନାଥପାଲୀ
  5. ରାଉରକେଲା
  6. ରାଜଗାଙ୍ଗପୁର
  7. ବଣାଇ

ସାଂସଦ ସମ୍ପାଦନା

ଆଧାର ସମ୍ପାଦନା

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.

ଆହୁରି ଦେଖନ୍ତୁ ସମ୍ପାଦନା