ଶକୁନ୍ତଳା ଲାଗୁରୀ
ଭାରତୀୟ ରାଜନୀତିଜ୍ଞ
ଶକୁନ୍ତଳା ଲାଗୁରୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ସାଧାରଣ ନିର୍ବାତନ, ୨୦୧୪ରେ ଷୋହଳତମ ଲୋକ ସଭାକୁ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ।
ଶକୁନ୍ତଳା ଲାଗୁରୀ | |
---|---|
ସଭ୍ୟ: ଷୋଳତମ ଲୋକ ସଭା | |
Assumed office ୨୦୧୪ | |
ପୂର୍ବ ଅଧିକାରୀ | ଯଶବନ୍ତ ନାରାୟଣ ସିଂହ ଲାଗୁରୀ |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଯଶବନ୍ତ ନାରାୟଣ ସିଂହ ଲାଗୁରୀ |
ପେଷା | ରାଜନୀତିଜ୍ଞ |
ଏହା ମଧ୍ଧ୍ୟ ଦେଖନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Constituencywise Trends". Election Commission of India. Retrieved 19 May 2014.