ଅର୍କ କେଶରୀ ଦେଓ

ଭାରତୀୟ ରାଜନୀତିଜ୍ଞ

ଅର୍କ କେଶରୀ ଦେଓ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧]

ଅର୍କ କେଶରୀ ଦେଓ
ସାଂସଦ: ୧୬ଶ ଲୋକ ସଭା
ପୂର୍ବ ଅଧିକାରୀଭକ୍ତ ଚରଣ ଦାସ
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଶିକ୍ଷାନୁଷ୍ଠାନଓସ୍‌ମାନିଆ ବିଶ୍ୱବିଦ୍ୟାଳୟ
ପେଷାରାଜନୀତିଜ୍ଞ

ଆଧାର ସମ୍ପାଦନା

  1. "Arka Keshari Deo joins BJD". Time of India. Retrieved 18 May 2014.