ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ।
୨୦୦୮ ମସିହା ପରେ ଏହି ଲୋକ ସଭା ମଣ୍ଡଳୀରେ ଆସୁଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:
୨୦୦୮ ମସିହା ପୂର୍ବରୁ ଥିବା ବିଧାନ ସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:
- ଭୁବନେଶ୍ୱର
- ଜଟଣି
- ଖୋର୍ଦ୍ଧା
- ବେଗୁନିଆ
- ନୟାଗଡ଼
- ଖଣ୍ଡପଡ଼ା
- ଦଶପଲ୍ଲା
ସାଂସଦ ସମ୍ପାଦନ କରନ୍ତୁ
- ୨୦୧୯: ଅପରାଜିତା ଷଡ଼ଙ୍ଗୀ (ଭାରତୀୟ ଜନତା ପାର୍ଟି)[୧]
- ୨୦୧୪: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୨୦୦୯: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୨୦୦୪: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୯: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୮: ପ୍ରସନ୍ନ କୁମାର ପାଟ୍ଟଶାଣୀ (ବିଜୁ ଜନତା ଦଳ)
- ୧୯୯୬: ସୌମ୍ୟରଂଜନ ପଟ୍ଟନାୟକ (ଭାରତୀୟ ଜାତୀୟ କଂଗ୍ରେସ)
ଆଧାର ସମ୍ପାଦନ କରନ୍ତୁ
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.