ଯାଜପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଓଡିଶା ଲୋକସଭା ନିର୍ବାଚନ ମଣ୍ଡଳୀ
'ଯାଜପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ
ସମ୍ପାଦନା- ୨୦୨୪: ରବୀନ୍ଦ୍ର ନାରାୟଣ ବେହେରା (ବିଜେପି)
- ୨୦୧୯: ଶର୍ମିଷ୍ଠା ସେଠୀ (ବିଜୁ ଜନତା ଦଳ)[୩]
- ୨୦୧୪: ରୀତା ତରାଇ (ବିଜୁ ଜନତା ଦଳ)
- ୨୦୦୯: ମୋହନ ଜେନା (ବିଜୁ ଜନତା ଦଳ)
- ୨୦୦୪: ମୋହନ ଜେନା (ବିଜୁ ଜନତା ଦଳ)
- ୧୯୯୯: ଜଗନ୍ନାଥ ମଲ୍ଲିକ (ବିଜୁ ଜନତା ଦଳ)
- ୧୯୯୮: ରାମଚନ୍ଦ୍ର ମଲ୍ଲିକ (କଂଗ୍ରେସ)
- ୧୯୯୬: ଆଞ୍ଚଲ ଦାସ (କଂଗ୍ରେସ)
- ୧୯୯୧: ଅନାଦୀ ଚରଣ ଦାସ
- ୧୯୮୯: ଅନାଦୀ ଚରଣ ଦାସ
- ୧୯୮୪: ଅନାଦୀ ଚରଣ ଦାସ
- ୧୯୮୦: ଅନାଦୀ ଚରଣ ଦାସ
- ୧୯୭୭: ରାମଚନ୍ଦ୍ର ମଲ୍ଲିକ
- ୧୯୭୧: ଅନାଦୀ ଚରଣ ଦାସ
- ୧୯୬୭: ବାଇଧର ବେହେରା
- ୧୯୬୨: ରାମଚନ୍ଦ୍ର ମଲ୍ଲିକ
- ୧୯୫୨: ଲକ୍ଷ୍ମୀଧର ଜେନା, ଭୂବନାନନ୍ଦ ଦାସ (କଂଗ୍ରେସ)
ଆଧାର
ସମ୍ପାଦନା- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.