ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

'ଭଦ୍ରକ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ସୋର
  2. ଶିମୂଳିଆ
  3. ଭଣ୍ଡାରିପୋଖରୀ
  4. ଭଦ୍ରକ
  5. ବାସୁଦେବପୁର
  6. ଧାମନଗର
  7. ଚାନ୍ଦବାଲି

ସାଂସଦ ସମ୍ପାଦନା

  • ୧୯୮୯: ମଙ୍ଗରାଜ ମଲ୍ଲିକ, (ଜନତା ଦଳ)
  • ୧୯୮୪: ଅନନ୍ତ ପ୍ରସାଦ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୦: ଅର୍ଜୁନ ଚରଣ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ବୈରାଗୀ ଜେନା, (ଜନତା ପାର୍ଟି)
  • ୧୯୭୧: ଅର୍ଜୁନ ଚରଣ ସେଠୀ, (ଭାରତୀୟ ଜାତୀୟ କଂଗ୍ରେସ)

ଆଧାର ସମ୍ପାଦନା

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-16.

ଆଉରି ଦେଖନ୍ତୁ ସମ୍ପାଦନା