ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

ବରଗଡ଼ ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ।ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରୋକ୍ତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ।

ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ପ୍ରଦୀପ ପୁରୋହିତ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୬,୧୫,୨୦୮
ଜିଲ୍ଲା: ବରଗଡ଼
ଝାରସୁଗୁଡ଼ା
ବିଧାନସଭା ମଣ୍ଡଳୀ:
  1. ପଦ୍ମପୁର
  2. ବିଜେପୁର
  3. ବରଗଡ଼
  4. ଅତାବିରା
  5. ଭଟଲୀ
  6. ବ୍ରଜରାଜନଗର
  7. ଝାରସୁଗୁଡ଼ା

ନିର୍ବାଚିତ ସାଂସଦଗଣ

ସମ୍ପାଦନା
  1. "General Election 2019 - Election Commission of India". results.eci.gov.in. Retrieved 2019-06-15.

ଆହୁରି ଦେଖନ୍ତୁ

ସମ୍ପାଦନା