ମାଳବିକା ଦେବୀ

ଭାରତୀୟ ରାଜନେତ୍ରୀ

ମାଳବିକା ଦେବୀ (ସମ୍ପୂର୍ନ୍ଣ ନାମ: ମାଳବିକା କେଶରୀ ଦେଓ)ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ରାଣୀ ମା[୧] ଭାବରେ ଜଣାଶୁଣା ।[୨] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ମାଳବିକା ଦେବୀ
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀବସନ୍ତ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ଜନ୍ମ ଓ ପରିବାର

ସମ୍ପାଦନା

ତାଙ୍କ ପତି ଅର୍କ କେଶରୀ ଦେଓ ଜଣେ ରାଜନେତା ଭାବରେ ଓଡ଼ିଶାରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।[୪]

ରାଜନୈତିକ ଜୀବନ

ସମ୍ପାଦନା

ମାଳବିକା ଦେବୀ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ, ସେ ସମୁଦାୟ ୫,୪୪,୩୦୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଅଳଙ୍କୁ ୧,୩୩,୮୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୬]

  1. Sahoo, Akshaya Kumar (2024-05-08). "Kalahandi LS seat in Odisha sees queen, tribal lady and OBC leader vying for honour". www.deccanchronicle.com (in ଇଂରାଜୀ). Retrieved 2024-06-05.
  2. "Malvika Devi(Bharatiya Janata Party(BJP)):Constituency- KALAHANDI(ODISHA) - Affidavit Information of Candidate:". myneta.info. Retrieved 2024-06-05.
  3. "Kalahandi, Odisha Lok Sabha Election Results 2024 Highlights: Malvika Devi Secures Victory". India Today (in ଇଂରାଜୀ). 2024-06-04. Retrieved 2024-06-05.
  4. Service, Express News (2023-09-28). "Arka Keshari Deo, wife Malavika join BJP". The New Indian Express (in ଇଂରାଜୀ). Retrieved 2024-06-05.
  5. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  6. "2024 Indian General Election Results: Kalahandi (Odisha)". Election Commission of India. Retrieved 6 June 2024.