ରବିନ୍ଦ୍ର କୁମାର ଜେନା
ଭାରତୀୟ ରାଜନୀତିଜ୍ଞ
ରବିନ୍ଦ୍ର କୁମାର ଜେନା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ୧୬ଶ ଲୋକ ସଭାକୁ ଯାଇଥିଲେ ।[୧] ସେ ୧୮ ମଇ ୨୦୧୪ରେ ଶପଥ ଗ୍ରହଣ କରିଥିଲେ ।[୨]
ରବିନ୍ଦ୍ର କୁମାର ଜେନା | |
---|---|
ସଦସ୍ୟ: ୧୬ଶ ଲୋକ ସଭା | |
Assumed office ୨୦୧୪ | |
ପୂର୍ବ ଅଧିକାରୀ | ଶ୍ରୀକାନ୍ତ କୁମାର ଜେନା |
ପର ଅଧିକାରୀ | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁବାସିନୀ ଜେନା |
ପେଷା | ରାଜନୀତିଜ୍ଞ |
ଆଧାର
ସମ୍ପାଦନା- ↑ "Constituencywise Trends". Election Commission of India. Archived from the original on 28 May 2014. Retrieved 19 May 2014.
- ↑ "MP Performance Track, Lok Sabha". PRS India (in ଆମେରିକୀୟ ଇଂରାଜୀ). 2017-08-11. Retrieved 2017-09-28.