କୁଳମଣି ସାମଲ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

କୁଳମଣି ସାମଲ ଜଣେ ଖ୍ୟାତନାମା ଜନପ୍ରିୟ ବିଜ୍ଞାନ ଲେଖକ ଥିଲେ । ୫୦ରୁ ଅଧିକ ବହି ଲେଖିଥିବା ପ୍ରାଧ୍ୟାପକ ସାମଲ ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶାର ଆଜୀବନ ସଭ୍ୟ ଥିଲେ । [୧]

କୁଳମଣି ସାମଲ
ଜନ୍ମ ଓ ଜନ୍ମସ୍ଥାନ(1929-12-03)୩ ଡିସେମ୍ବର ୧୯୨୯
ନୁର୍ତ୍ତାଙ୍ଗ, ମାହାଙ୍ଗା, କଟକ
ମୃତ୍ୟୁ୧୭ ଫେବୃଆରୀ ୨୦୧୩(2013-02-17) (ବୟସ ୮୩)
କଟକ
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ପଦାର୍ଥ ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ସନ୍ତାନ୨ପୁତ୍ର ଓ ୨କନ୍ୟା

ଲେଖିଥିବା ବହି ସମ୍ପାଦନା

  • ଆସ ବିଜ୍ଞାନ ଶିଖିବା
  • କଥା ତରଙ୍ଗ
  • ମହାକାଶର ଆହ୍ୱାନ (୧୯୭୩)
  • ଚନ୍ଦ୍ରାଲୋକକୁ ଯାତ୍ରା
  • ତାରା ରାଇଜର କଥା
  • ବିଶ୍ୱ ବିଖ୍ୟାତ ବୈଜ୍ଞାନିକ
  • ଭାରତ ଗୌରବ ସି.ଭି. ରାମନ
  • ସଭ୍ୟତାର ତିନୋଟି ସପନ (୧୯୭୨)
  • ସୁନୀଳଲୋକକୁ ମିଛ (୧୯୭୯)
  • ଗପ ନୁହେଁ ଏ ବିଜ୍ଞାନ କଥା
  • ମହାକାଶ କଥା
  • ପ୍ରଚଳିତ ପ୍ରଥାର ବୈଜ୍ଞାନିକ ସମୀକ୍ଷା[୨]
  • ସବୁରି ମୂଳରେ ବିଜ୍ଞାନ
  • ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଜନପ୍ରିୟ ବିଜ୍ଞାନ ଲେଖକ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ (ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ)
  • ଶ୍ରେଷ୍ଠ ଜନପ୍ରିୟ ବିଜ୍ଞାନ ଲେଖକ, ୧୯୯୩ (ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ) [୩]

ଆଧାର ସମ୍ପାଦନା

  1. "Scientist Kulamani Samal passes away | Orissa Post". orissapost.com. 2013. Retrieved 3 March 2013. Author of 50 books, Samal was a lifetime member of Vigyan Prachara Samiti, Orissa.
  2. "VIDYAPURI". vidyapuri.com. Retrieved 4 March 2013. PRACHALITA PRATHARA BAIGYANIKA SAMIKSHYA DR.KULAMANI SAMAL[permanent dead link]
  3. "Welcome to OBA". orissabigyanacademy.nic.in. Archived from the original on 28 March 2021. Retrieved 4 March 2013. Best Popular Science Writer-1993