ପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଓଡିଶା ଲୋକସଭା ନିର୍ବାଚନ ମଣ୍ଡଳୀ
ପୁରୀ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।
ଗତ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ସମ୍ବିତ ପାତ୍ର, ବିଜୁ ଜନତା ଦଳର ପ୍ରାର୍ଥି ଅରୂପ ମୋହନ ପଟ୍ଟନାୟକଙ୍କ ଠାରୁ ୧,୦୪,୭୦୯ ଖଣ୍ଡ ଭୋଟ ଅଧିକ ପାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ | |
---|---|
ସାଂସଦ : | ସମ୍ବିତ ପାତ୍ର (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୧୬,୯୯,୪୪୮ |
ଜିଲ୍ଲା: | ପୁରୀ(ଆଂଶିକ) ଖୋର୍ଦ୍ଧା(ଆଂଶିକ) ନୟାଗଡ଼(ଆଂଶିକ) |
ବିଧାନସଭା ମଣ୍ଡଳୀ: | ୭ |
ନିର୍ବାଚିତ ସାଂସଦଗଣ
ସମ୍ପାଦନା- ୨୦୨୪: ସମ୍ବିତ ପାତ୍ର (ଭାଜପା)
- ୨୦୧୯: ପିନାକି ମିଶ୍ର (ବିଜୁ ଜନତା ଦଳ)[୩]
- ୨୦୧୪: ପିନାକି ମିଶ୍ର (ବିଜୁ ଜନତା ଦଳ)
- ୨୦୦୯: ପିନାକି ମିଶ୍ର (ବିଜୁ ଜନତା ଦଳ)
- ୨୦୦୪: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୯: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୮: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୬: ପିନାକି ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: ବ୍ରଜକିଶୋର ତ୍ରିପାଠୀ (ଜନତା ଦଳ)
- ୧୯୮୦: ବ୍ରଜମୋହନ ମହାନ୍ତି (କଂଗ୍ରେସ (ଇ))
- ୧୯୭୭: ପଦ୍ମଚରଣ ସାମନ୍ତସିଂହାର (ଜନତା)
- ୧୯୭୧: ବନମାଳୀ ପଟ୍ଟନାୟକ (କଂଗ୍ରେସ)
ଆଉରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.