ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ବ୍ରହ୍ମପୁର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
୧୯୭୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ଲଗାତାର ଜିତିଥିଲା । ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଏହି ଆସନରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।[୩]
ସାଂସଦସମ୍ପାଦନ କରନ୍ତୁ
- ଚନ୍ଦ୍ର ଶେଖର ସାହୁ (ବିଜୁ ଜନତା ଦଳ) ୨୦୧୯-ବର୍ତ୍ତମାନ [୩]
- ସିଦ୍ଧାନ୍ତ ମହାପାତ୍ର (ବିଜୁ ଜନତା ଦଳ) ୨୦୧୪-୨୦୧୯
ଆଧାରସମ୍ପାଦନ କରନ୍ତୁ
- ↑ Seats of Odisha
- ↑ Assembly Constituencies and their Extent
- ↑ ୩.୦ ୩.୧ "Berhampur Lok Sabha election results 2019 Odisha: BJD's Chandra Sekhar Sahu defeats BJP's Bhrugu Baxipatra". DNA India (in ଇଂରାଜୀ). 2019-05-24. Retrieved 2019-05-27.