ଜଗତସିଂହପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଲୋକସଭା ନିର୍ବାଚନ ମଣ୍ଡଳୀ
'ଜଗତସିଂହପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ ସମ୍ପାଦନ କରନ୍ତୁ
- ୨୦୧୯: ରାଜଶ୍ରୀ ମଲ୍ଲିକ (ବିଜୁ ଜନତା ଦଳ)[୩]
- ୨୦୧୪: କୁଳମଣି ସାମଲ (ବିଜୁ ଜନତା ଦଳ)
- ୨୦୦୯: ବିଭୁ ପ୍ରସାଦ ତରାଇ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି)
- ୧୯୯୯: ତ୍ରିଲୋଚନ କାନୁନଗୋ (ବିଜୁ ଜନତା ଦଳ)
- ୧୯୯୮: ରଞ୍ଜୀବ ବିଶ୍ୱାଳ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୬: ରଞ୍ଜୀବ ବିଶ୍ୱାଳ (ଭାରତୀୟ ଜାତୀୟ କଂଗ୍ରେସ)
ଆଉରି ଦେଖନ୍ତୁ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.