ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା
(ଓଡ଼ିଶାର ଲୋକସଭା ସାଂସଦଙ୍କ ତାଲିକାରୁ ଲେଉଟି ଆସିଛି)
ଅଷ୍ଟାଦଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)
ସମ୍ପାଦନାଚଳିତ ୧୮ଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
ସପ୍ତଦଶ ଲୋକ ସଭା (୨୦୧୯-୨୦୨୪ ପର୍ଯ୍ୟନ୍ତ)
ସମ୍ପାଦନାଚଳିତ ୧୭ଶ ଲୋକ ସଭା (୨୦୧୯-୨୦୨୪ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
# | ନିର୍ବାଚନ ମଣ୍ଡଳୀ | ୧୭ଶ ଲୋକ ସଭା ସଦସ୍ୟ[୨] | ରାଜନୈତିକ ଦଳ |
---|---|---|---|
୧ | ବରଗଡ଼ | ସୁରେଶ ପୂଜାରୀ | ବିଜେପି |
୨ | ସୁନ୍ଦରଗଡ଼ | ଜୁଏଲ ଓରାମ | ବିଜେପି |
୩ | ସମ୍ବଲପୁର | ନୀତେଶ ଗଙ୍ଗଦେବ | ବିଜେପି |
୪ | କେନ୍ଦୁଝର | ଚନ୍ଦ୍ରାଣୀ ମୁର୍ମୁ | ବିଜେଡି |
୫ | ମୟୂରଭଞ୍ଜ | ବିଶ୍ୱେଶ୍ୱର ଟୁଡ଼ୁ | ବିଜେପି |
୬ | ବାଲେଶ୍ୱର | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ବିଜେପି |
୭ | ଭଦ୍ରକ | ମଞ୍ଜୁଲତା ମଣ୍ଡଳ | ବିଜେଡି |
୮ | ଯାଜପୁର | ଶର୍ମିଷ୍ଠା ସେଠୀ | ବିଜେଡି |
୯ | ଢେଙ୍କାନାଳ | ମହେଶ ସାହୁ | ବିଜେଡି |
୧୦ | ବଲାଙ୍ଗୀର | ସଙ୍ଗୀତା କୁମାରୀ ସିଂଦେଓ | ବିଜେପି |
୧୧ | କଳାହାଣ୍ଡି | ବସନ୍ତ କୁମାର ପଣ୍ଡା | ବିଜେପି |
୧୨ | ନବରଙ୍ଗପୁର | ରମେଶ ଚନ୍ଦ୍ର ମାଝି | ବିଜେଡି |
୧୩ | କନ୍ଧମାଳ | ଅଚ୍ୟୁତ ସାମନ୍ତ | ବିଜେଡି |
୧୪ | କଟକ | ଭର୍ତ୍ତୃହରି ମହତାବ | ବିଜେଡି |
୧୫ | କେନ୍ଦ୍ରାପଡ଼ା | ଅନୁଭବ ମହାନ୍ତି | ବିଜେଡି |
୧୬ | ଜଗତସିଂହପୁର | ରାଜଶ୍ରୀ ମଲ୍ଲିକ | ବିଜେଡି |
୧୭ | ପୁରୀ | ପିନାକୀ ମିଶ୍ର | ବିଜେଡି |
୧୮ | ଭୁବନେଶ୍ୱର | ଅପରାଜିତା ଷଡ଼ଙ୍ଗୀ | ବିଜେପି |
୧୯ | ଆସିକା | ପ୍ରମିଳା ବିଶୋଇ | ବିଜେଡି |
୨୦ | ବ୍ରହ୍ମପୁର | ଚନ୍ଦ୍ରଶେଖର ସାହୁ | ବିଜେଡି |
୨୧ | କୋରାପୁଟ | ସପ୍ତଗିରି ଶଙ୍କର ଉଲାକା | କଂଗ୍ରେସ |
ଷୋଡ଼ଶ ଲୋକ ସଭା (୨୦୧୪-୨୦୧୯ ପର୍ଯ୍ୟନ୍ତ)
ସମ୍ପାଦନାଚଳିତ ୧୬ଶ ଲୋକ ସଭା (୨୦୧୪-୨୦୧୯ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
# | ନିର୍ବାଚନ ମଣ୍ଡଳୀ | ୧୬ଶ ଲୋକ ସଭା ସଦସ୍ୟ[୩] | ରାଜନୈତିକ ଦଳ |
---|---|---|---|
୧ | ବରଗଡ଼ | ପ୍ରଭାସ କୁମାର ସିଂହ | ବିଜଦ |
୨ | ସୁନ୍ଦରଗଡ଼ | ଜୁଏଲ ଓରାମ | ଭାଜପା |
୩ | ସମ୍ବଲପୁର | ନଗେନ୍ଦ୍ର କୁମାର ପ୍ରଧାନ | ବିଜଦ |
୪ | କେନ୍ଦୁଝର | ଶକୁନ୍ତଳା ଲାଗୁରୀ | ବିଜଦ |
୫ | ମୟୂରଭଞ୍ଜ | ରାମଚନ୍ଦ୍ର ହାଁସଦା | ବିଜଦ |
୬ | ବାଲେଶ୍ୱର | ରବିନ୍ଦ୍ର କୁମାର ଜେନା | ବିଜଦ |
୭ | ଭଦ୍ରକ | ଅର୍ଜୁନ ଚରଣ ସେଠୀ | ବିଜଦ |
୮ | ଯାଜପୁର | ରୀତା ତରାଇ | ବିଜଦ |
୯ | ଢେଙ୍କାନାଳ | ତଥାଗତ ଶତପଥୀ | ବିଜଦ |
୧୦ | ବଲାଙ୍ଗୀର | କଳିକେଶ ନାରାୟଣ ସିଂହଦେଓ | ବିଜଦ |
୧୧ | କଳାହାଣ୍ଡି | ଅର୍କ କେଶରୀ ଦେଓ | ବିଜଦ |
୧୨ | ନବରଙ୍ଗପୁର | ବଳଭଦ୍ର ମାଝି | ବିଜଦ |
୧୩ | କନ୍ଧମାଳ | ହେମେନ୍ଦ୍ର ଚନ୍ଦ୍ର ସିଂହ | ବିଜଦ |
୧୪ | କଟକ | ଭର୍ତ୍ତୃହରି ମହତାବ | ବିଜଦ |
୧୫ | କେନ୍ଦ୍ରାପଡ଼ା | ବୈଜୟନ୍ତ ପଣ୍ଡା | ବିଜଦ |
୧୬ | ଜଗତସିଂହପୁର | କୁଳମଣି ସାମଲ | ବିଜଦ |
୧୭ | ପୁରୀ | ପିନାକୀ ମିଶ୍ର | ବିଜଦ |
୧୮ | ଭୁବନେଶ୍ୱର | ପ୍ରସନ୍ନ କୁମାର ପାଟ୍ଟଶାଣୀ | ବିଜଦ |
୧୯ | ଆସ୍କା | ଲଡ଼ୁ କିଶୋର ସ୍ୱାଇଁ | ବିଜଦ |
୨୦ | ବ୍ରହ୍ମପୁର | ସିଦ୍ଧାନ୍ତ ମହାପାତ୍ର | ବିଜଦ |
୨୧ | କୋରାପୁଟ | ଝିନ୍ନ ହିକ୍କା | ବିଜଦ |
ପଞ୍ଚଦଶ ଲୋକ ସଭା (୨୦୦୯-୨୦୧୪ ପର୍ଯ୍ୟନ୍ତ)
ସମ୍ପାଦନାଗତ ୧୫ଶ ଲୋକ ସଭା (୨୦୦୯-୨୦୧୪ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:
# | ନିର୍ବାଚନ ମଣ୍ଡଳୀ | ୧୫ଶ ଲୋକ ସଭା ସଦସ୍ୟ[୪] | ରାଜନୈତିକ ଦଳ |
---|---|---|---|
୧ | ବରଗଡ଼ | ସଞ୍ଜୟ ଭୋଇ | କଂଗ୍ରେସ |
୨ | ସୁନ୍ଦରଗଡ଼ | ହେମାନନ୍ଦ ବିଶ୍ୱାଳ | କଂଗ୍ରେସ |
୩ | ସମ୍ବଲପୁର | ଅମରନାଥ ପ୍ରଧାନ | କଂଗ୍ରେସ |
୪ | କେନ୍ଦୁଝର | ଯଶବନ୍ତ ନାରାୟଣ ସିଂ ଲାଗୁରି | ବିଜଦ |
୫ | ମୟୂରଭଞ୍ଜ | ଲକ୍ଷ୍ମଣ ଟୁଡୁ | ବିଜଦ |
୬ | ବାଲେଶ୍ୱର | ଶ୍ରୀକାନ୍ତ କୁମାର ଜେନା | କଂଗ୍ରେସ |
୭ | ଭଦ୍ରକ | ଅର୍ଜୁନ ଚରଣ ସେଠୀ | ବିଜଦ |
୮ | ଯାଜପୁର | ମୋହନ ଜେନା | ବିଜଦ |
୯ | ଢେଙ୍କାନାଳ | ତଥାଗତ ଶତପଥୀ | ବିଜଦ |
୧୦ | ବଲାଙ୍ଗୀର | କଳିକେଶ ନାରାୟଣ ସିଂହଦେଓ | ବିଜଦ |
୧୧ | କଳାହାଣ୍ଡି | ଭକ୍ତ ଚରଣ ଦାସ | କଂଗ୍ରେସ |
୧୨ | ନବରଙ୍ଗପୁର | ପ୍ରଦୀପ କୁମାର ମାଝୀ | କଂଗ୍ରେସ |
୧୩ | କନ୍ଧମାଳ | ରୁଦ୍ର ମାଧବ ରାୟ | ବିଜଦ |
୧୪ | କଟକ | ଭର୍ତ୍ତୃହରି ମହତାବ | ବିଜଦ |
୧୫ | କେନ୍ଦ୍ରାପଡ଼ା | ବୈଜୟନ୍ତ ପଣ୍ଡା | ବିଜଦ |
୧୬ | ଜଗତସିଂହପୁର | ବିଭୁ ପ୍ରସାଦ ତରାଇ | ସିପିଆଇ |
୧୭ | ପୁରୀ | ପିନାକୀ ମିଶ୍ର | ବିଜଦ |
୧୮ | ଭୁବନେଶ୍ୱର | ପ୍ରସନ୍ନ କୁମାର ପାଟ୍ଟଶାଣୀ | ବିଜଦ |
୧୯ | ଆସ୍କା | ନିତ୍ୟାନନ୍ଦ ପ୍ରଧାନ | ବିଜଦ |
୨୦ | ବ୍ରହ୍ମପୁର | ସିଦ୍ଧାନ୍ତ ମହାପାତ୍ର | ବିଜଦ |
୨୧ | କୋରାପୁଟ | ଜୟରାମ ପାଙ୍ଗୀ | କଂଗ୍ରେସ |
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- Members of Lokasabha Archived 2011-12-14 at the Wayback Machine.