ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ସାମୁହିକ ସମ୍ପାଦନା ପାଇଁ ବଛା ଲେଖା

ଓଡ଼ିଆ ଉଇକିପିଡ଼ିଆରେ ଏମିତି କେତେକ ପ୍ରସଙ୍ଗ ରହିଛି ଯାହା ପଠନ ଉପଯୋଗୀ ନୁହେଁ । କିନ୍ତୁ ସେସବୁ ପ୍ରସଙ୍ଗ ଲୋକେ ଖୋଜୁଛନ୍ତି ଓ ଖୋଜି ନିମ୍ନ ମାନର ଲେଖା ପଢ଼ି ନିରାଶ ହେଉଛନ୍ତି । ଓଡ଼ିଆ ଉଇକିଆଳିଙ୍କ ମୁଣ୍ଡରେ ଦୋଷ ବି ଲଦୁଥିବେ ଓଡ଼ିଆରେ ଏଭଳି ଲେଖା ଇଣ୍ଟରନେଟରେ ଛାଡ଼ୁଥିବାରୁ । ଫେସବୁକରେ ଉଇକିଆଳିଙ୍କ ମଧ୍ୟରେ ଏ ବାବଦରେ ଏକ ଆଲୋଚନାକୁ ଭିତ୍ତିକରି ପରୀକ୍ଷାମୂଳକ ଭାବେ ଏଠାରେ କିଛି ପ୍ରସଙ୍ଗ ତାଲିକାଭୁକ୍ତ କରାଯିବ । ଏହି ତାଲିକା କୌଣସି ଉଇକିଆଳିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ପାଇଁ ନୁହେଁ ବରଂ କୌଣସି କାରଣବଶତଃ ଗୁରୁତ୍ତ୍ୱପୂର୍ଣ୍ଣ ଲେଖାରେ ଆଉ କିଛି ବାକି ରହିଯାଇଥିଲେ ତାକୁ ସମସ୍ତେ ସାମୁହିକ ଭାବେ ମାସେ ପର୍ଯ୍ୟନ୍ତ ସଜାଡ଼ିବେ ଓ ସୁଧାରିବେ । ପ୍ରତି ମାସ ଗୋଟେ ଲେଖା ପ୍ରସଙ୍ଗ ସାମୁହିକ ଭାବେ ସୁଧରା ଗଲେ ବର୍ଷରେ ୧୨ଟି ଖୁବ ଉଚ୍ଚମାନର ପ୍ରସଙ୍ଗ ତିଆରି ହୋଇପାରିବ । ଏହା ପରୀକ୍ଷାମୂଳକ ତେଣୁ ସଫଳତା ମିଳିଲେ ଆଗକୁ ମାସକ ବଦଳରେ ଦ୍ୱିସାପ୍ତାହିକ ବା ସାପ୍ତାହିକ ମଧ୍ୟ କରାଯାଇପାରିବ ।

ପ୍ରସଙ୍ଗ ତାଲିକା ସମ୍ପାଦନା

ଆପଣଙ୍କୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗର ମାନ ଉନ୍ନତ ହେବା ନିହାତି ଆବଶ୍ୟକ ଲାଗୁଥିଲେ ତଳେ ତାକୁ "* [[ପ୍ରସଙ୍ଗ ନାମ]] (ମାସ)" ଢାଞ୍ଚାରେ ଯୋଡ଼ିବେ । ବାକିମାନେ ସେହି ପ୍ରସଙ୍ଗକୁ ନିୟମିତ ଭାବେ ସମ୍ପାଦନା କରିବେ । ଯଦି କାହାର ନିହାତି ଆପତ୍ତି ନଥାଏ ତାହେଲେ ଜଣେ ଦେଉଥିବା ମତ ବାକିମାନେ ଗ୍ରହଣ କରିବେ । ଏହା କେବଳ ସମର୍ଥନ/ଅଲଗା ମତ ଦେବାର ପ୍ରକ୍ରିୟାରେ ସମୟ ନ ସାରିବା ପାଇଁ ।

ଆଗ୍ରହୀ ଉଇକିଆଳି ସମ୍ପାଦନା

ଓଡ଼ିଶା ସମ୍ବନ୍ଧୀୟ କିଛି ପ୍ରସଙ୍ଗ ସମ୍ପାଦନା

ନିମ୍ନ ପ୍ରସଙ୍ଗଗୁଡ଼ିକ ଓଡ଼ିଶା ସମ୍ବନ୍ଧୀୟ । ଏଗୁଡ଼ିକ ସ୍ୱଳ୍ପ ସମ୍ପାଦନା ଅପେକ୍ଷାରେ ଅଛନ୍ତି । ସ୍ୱଳ୍ପ ସମ୍ପାଦନାରେ ଓଡ଼ିଆ ଉଇକିପିଡ଼ିଆରେ ରହିବା ଉପଯୋଗୀ ହେଇପାରିବ ।  Y ଚିହ୍ନିତ ପ୍ରସଙ୍ଗଗୁଡ଼ିକ ସାମୁହିକ ସମ୍ପାଦନା ପ୍ରକ୍ରିୟାରେ ସମ୍ପାଦନା କରାସରିଛି ।


  1. ପଶ୍ଚିମେଶ୍ୱର ଶିବ ମନ୍ଦିର  Y
  2. ଓଡିଆ ଲେଖକ ମାନଙ୍କ ତାଲିକା  Y
  3. ଲକ୍ଷ୍ମୀ ନାରାୟଣ ମନ୍ଦିର  Y
  4. ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା  Y
  5. ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ  Y
  6. ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ବଲଣ୍ଡା, ତାଳଚେର  Y
  7. ଡିଏଭି କଲେଜ, କୋରାପୁଟ  Y
  8. ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଭବାନିପାଟଣା  Y
  9. ଲକ୍ଷ୍ମୀନାରାୟଣ କଲେଜ ଝାରସୁଗୁଡା  Y
  10. ହନୁମାନପୁର  Y
  11. ଶିର୍ଜାପାଳି  Y
  12. କରଞ୍ଜିକୋଟ  Y
  13. ଚିଲାଡଙ୍ଗରୀ  Y
  14. ସିମିଲିଗୁଡା  Y
  15. ପାଡୁଆ  Y
  16. ଲକ୍ଷ୍ମୀପୁର , ଓଡିଶା  Y
  17. ବାର୍ଲାମୁଣ୍ଡା  Y
  18. ବିଜୁ ଏକ୍ସପ୍ରେସୱେ  Y
  19. ବିଲଙ୍କା ରାମାୟଣ  Y
  20. ଭାତରି ଭାଷା  Y
  21. ସିଂହଭୂମି ଓଡିଆ  Y
  22. ଜୁଆଙ୍ଗ ଭାଷା  Y
  23. ଖରିଆ ଭାଷା  Y
  24. ପୂର୍ବ ତଟ ରେଳବାଇ ଷ୍ଟାଡିୟମ , ଭୁବନେଶ୍ବର  Y
  25. ସିଙ୍ଘାଚଳମ ମନ୍ଦିର  Y
  26. ହୀରାକୁଦ ଏୟାର ଷ୍ଟ୍ରିପ
  27. ଏୟାର ଓଡିଶା  Y
  28. ରାଇକିଆ  Y
  29. ଲାଠିକଟା  Y
  30. ଝୁମପୁରା  Y
  31. ବାରକୋଟ  Y
  32. ପୁରୁଣାକଟକ  Y
  33. ହରିଦାସପୁର , ଓଡିଶା  Y
  34. ସୁବଳୟା  Y
  35. ରାଜକନିକା  Y
  36. ବିଜେପୁର  Y
  37. ଝାରବନ୍ଧ  Y
  38. ଟେମରି  Y
  39. ଖଳିଆପାଳି  Y
  40. ତିରଥପୂର  Y
  41. ଭଟଲି  Y
  42. ଲଖନପୁର, ଓଡିଶା  Y
  43. ଭୋଜପୁର  Y
  44. ଲପଙ୍ଗା  Y
  45. ମଙ୍ଗଳଯୋଡି  Y
  46. ପାତ୍ରପୁର  Y
  47. ବନ୍ଧାଗୁଡା  Y
  48. ଲକ୍ଷ୍ମୀ ବରାହ ମନ୍ଦିର  Y
  49. ଶିଶୁଆ ଗ୍ରାମ  Y
  50. ଚନ୍ଦାହାଣ୍ଡି  Y
  51. ବୋଲଗଡ  Y
  52. ବାଘମାରୀ  Y
  53. ସୁରୁବାଲି ଜୋର  Y
  54. ସିଲେରୁ ନଦୀ  Y
  55. ମଲାଗୁଣି ନଦୀ  Y
  56. କୋୟନା ନଦୀ  Y
  57. ଦେବୀ ନଦୀ  Y
  58. କାଦୁଆ ନଦୀ  Y
  59. ଓଡିଶା ରେ ପ୍ରବାହିତ ନଦୀ ସମୂହ  Y
  60. ତିର୍ଥେଶ୍ୱର ଶିବ ମନ୍ଦିର  Y
  61. ମଙ୍ଗଳେଶ୍ୱର ଶିବ ମନ୍ଦିର  Y
  62. ପୂର୍ବେଶ୍ବର ଶିବ ମନ୍ଦିର  Y
  63. ଦିଗମ୍ବର ଜୈନ ମନ୍ଦିର , ଖଣ୍ଡଗିରୀ  Y
  64. ଓଡିଶା ଇଣ୍ଡୋନେସିଆ ସମ୍ପର୍କ  Y
  65. ସୋନପୁର ରାଜ୍ୟ
  66. ହିନ୍ଦୋଳ ରାଜ୍ୟ
  67. ସମ୍ବଲପୁର ରାଜ୍ୟ
  68. ରେଢାଖୋଲ ରାଜ୍ୟ
  69. ନରସିଂହପୁର ରାଜ୍ୟ
  70. ଦଶପଲ୍ଲା ରାଜ୍ୟ
  71. ନୀଳଗିରି ରାଜ୍ୟ
  72. କଳାହାଣ୍ଡି ରାଜ୍ୟ
  73. ବାମଣ୍ଡା ରାଜ୍ୟ
  74. ବଣାଇ ରାଜ୍ୟ
  75. ବ୍ରିଟିଶ ଭାରତ ସମୟର ରାଜକୀୟ ରାଜ୍ୟ ସମୂହର ତାଲିକା
  76. କାଞ୍ଜିଆ ହ୍ରଦ , ଓଡିଶା  Y
  77. ଓଡିଶା ର ଜନବହୁଳ ସହର ସମୂହ ର ତାଲିକା  Y
  78. ପଶ୍ଚିମ ଓଡିଶା ବିଦ୍ୟୁତ ଯୋଗାଣ କମ୍ପାନୀ  Y
  79. ଭୁବନେଶ୍ୱର ରେଳ ଷ୍ଟେସନ  Y
  80. ବଲାଙ୍ଗୀର ଏଆରଷ୍ଟ୍ରିପ  Y
  81. ଝାରସୁଗୁଡ଼ା ବିମାନ ବନ୍ଦର  Y
  82. ଚଣ୍ଡୀଖୋଲ  Y
  83. ବଲାଙ୍ଗୀର ଏଆରଷ୍ଟ୍ରିପ  Y
  84. ବ୍ରହ୍ମପୁର ବିମାନ ବନ୍ଦର  Y
  85. ଜୟପୁର ବିମାନ ବନ୍ଦର  Y
  86. କୋଟାଗିରି, ନିଳଗିରି
  87. ଜାଭିୟର ବିଶ୍ୱବିଦ୍ୟାଳୟ  Y
  88. ବ୍ୟୋମକେଶ୍ୱର ମନ୍ଦିର , ଭୁବନେଶ୍ୱର  Y
  89. ଜାତୀୟ ରାଜପଥ ୧୬ ( ଭାରତ)  Y
  90. ବ୍ରହ୍ମା ମନ୍ଦିର, ବିନ୍ଦୁସାଗର  Y
  91. ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର  Y
  92. ଭାରତୀ ମଠ ମନ୍ଦିର, ଭୁବନେଶ୍ୱର  Y
  93. ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର  Y
  94. ଆଖଡାଚଣ୍ଡୀ ମନ୍ଦିର  Y
  95. ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ଟେକ୍ନୋଲଜି ପ୍ରତିଷ୍ଠାନ( ଭାରତ)
  96. ରାଉରକେଲା ଲ' କଲେଜ  Y
  97. ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ Y
  98. ଭୂଷଣ ଷ୍ଟିଲ  Y
  99. ଜିଲ୍ଲା ସ୍କୁଲ , ସମ୍ବଲପୁର  Y
  100. ସମ୍ବଲପୁରରେ ଶିକ୍ଷା  Y
  101. ଇଣ୍ଡିଆନ ଇନଷ୍ଟିଟୁଟ ଓଫ ମାନଜମେଣ୍ଟ , ସମ୍ବଲପୁର  Y
  102. ପାଇକମାଳ  Y
  103. ମେଳଛାମୁଣ୍ଡା  Y
  104. ଟିଆରେଲ କ୍ରୋସାକୀ ରିଫ୍ରାକ୍ଟୋରୀ ଲିମିଟେଡ଼ , ବେଲପାହାଡ  Y
  105. ଷ୍ଟ୍ରେରଲାଇଟ ଝାରସୁଗୁଡା ଶକ୍ତି କେନ୍ଦ୍ର  Y
  106. ବେଦାନ୍ତ ଝାରସୁଗୁଡା କେପଟିଭ ଶକ୍ତି କେନ୍ଦ୍ର  Y
  107. ଇବ ତାପଜ ବିଦ୍ୟୁତ କେନ୍ଦ୍ର  Y
  108. କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ  Y
  109. ଝାରସୁଗୁଡା - ବିଜୟନଗରମ୍ ରେଳପଥ
  110. ଅନୁଗୁଳ ସ୍ୱୟାଂଶାସିତ ସରକାରୀ କଲେଜ  Y
  111. ରାଜେନ୍ଦ୍ର କଲେଜ, ବଲାଙ୍ଗୀର  Y
  112. ଲରମ୍ଭା କଲେଜ  Y
  113. ଉତ୍କଳ ଗ୍ରାମୀଣ ବ୍ୟାଙ୍କ  Y
  114. ତେଲ ନଦୀ  Y
  115. ଅଙ୍ଗ ନଦୀ  Y
  116. ଇବ ନଦୀ  Y
  117. ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ  Y
  118. ଇସ୍ପାତ ଏକ୍ସପ୍ରେସ ଟ୍ରେନ  Y
  119. କୋଣାର୍କ ଏକପ୍ରେସ ଟ୍ରେନ Y
  120. ଭୁବନେଶ୍ୱର ର ମନ୍ଦିର ମାନ
  121. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ  Y
  122. ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା  Y
  123. ସମ୍ବଲପୁର ରେଳ ଷ୍ଟେସନ  Y
  124. କର୍ଲାପାଟ ଅଭୟାରଣ୍ୟ  Y
  125. କରମା ନୃତ୍ୟ  Y
  126. ହାତୀଗୁମ୍ଫାର ଶିଳାଲେଖ  Y
  127. ଓଡ଼ିଶାର ଐତିହାସିକ କୀର୍ତିରାଜି  Y
  128. କାଳୀ ପୂଜା