ହନୁମାନପୁର

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହନୁମାନପୁର
village
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୁଳ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-19/OD-35

ହନୁମାନପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଗ୍ରାମ ।[୧] 

୨୦୧୧ ଜନଗଣନା ଅନୁସାରେ ହନୁମାନପୁରର ଜନସଂଖ୍ୟାରେ ୮୦୪ ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୪୨୩ ହେଇଥିବା ସମୟରେ ମହିଳା ସଂଖ୍ୟା ୩୮୧ ଥିଲା । ଏଠାରେ ୧୭୯ଟି ପରିବାର ବସବାସ କରୁଥିଲେ । ଏଠାକାର ସାକ୍ଷରତା ହାର ୬୮.୪୭% ଥିଲା ଯାହା ଓଡ଼ିଶାର ହାର ୭୨.୮୭%ଠାରୁ କମ ଥିଲା ।[୨] ଏହି ଗ୍ରାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ।[୩] କଣିହାଁ ବ୍ଲକ ବନାଞ୍ଚଳ ପାଖରେ ଥିବାରୁ, ଏହି ଗ୍ରାମରେ ବେଳେବେଳେ ହାତି ଉପଦ୍ରବ ହୋଇଥାଏ ।[୪]

ଆଧାର  ସମ୍ପାଦନା

  1. "Villages & Gram Panchayats List of Blockwise Gram Panchayat of the District". angul.nic.in. angul.nic.in. Retrieved 24 July 2019.
  2. "Hanumanpur". 2011 Census of India. Government of India. Archived from the original on 13 December 2016. Retrieved 15 December 2016.
  3. "ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗ୍ରାମ- ହନୁମାନପୁର , ଗ୍ରା.ପ.-ହନୁମାନପୁର , (ପଞ୍ଚ।ୟତ ସମିତି -କଣିହା)". angul.nic.in. angul.nic.in. Retrieved 24 July 2019.
  4. "କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର". www.dharitri.com. dharitri. Retrieved 24 July 2019.