ଜୁଆଙ୍ଗ ଭାଷା

ଓଡ଼ିଆ ଭାଷା

ଜୁଆଙ୍ଗ ଭାଷା ଓଡ଼ିଶାର ଜୁଆଙ୍ଗ ଜନଜାତିଙ୍କଦ୍ୱାରା କଥିତ ଏକ ଭାଷା ।

ଜୁଆଙ୍ଗ
Native toଭାରତ
ଅଞ୍ଚଳଓଡ଼ିଶା
ଜାତିସତ୍ତାଭାରତୀୟ
ଅଷ୍ଟ୍ରୋ-ଏସିଆଟିକ
ଭାଷା କୋଡ୍
ISO ୬୩୯-୩jun
ଗ୍ଲୋଟୋଲୋଗjuan1238
ELPJuang

ଶ୍ରେଣୀବିଭାଗ  ସମ୍ପାଦନା

ଜୁଆଙ୍ଗ ଭାଷା ମୁଣ୍ଡା ଭାଷା ପରିବାରର ଏକ ଅଂଶ । ମୁଣ୍ଡା ଭାଷା ପରିବାର ନିଜେ ଏକ ବିଶାଳ ଭାଷା ପରିବାର ଆଷ୍ଟ୍ରୋ-ଏସିଆଟିକ ଭାଷା ପରିବାରର ସଦସ୍ୟ । ସବୁ ମୁଣ୍ଡା ଜାତୀୟ ଭାଷା ମଧ୍ୟରେ ଜୁଆଙ୍ଗ ଭାଷା ଖରିଆ ସହ ସବୁଠୁ ବେଶୀ ସାମଞ୍ଜସ୍ୟ ଅଛି । ଭାଷାବିଦ ଆଣ୍ଡର୍ସନଙ୍କ ଅନୁସାରେ ଜୁଆଙ୍ଗ ଓ ଖରିଆ ଭାଷା ଅପେକ୍ଷାକୃତ ଭାବେ କମ ସମୟ ଭିତର ବିଚ୍ଛିନ୍ନ ହେଇଥିଲା । [୧]

ଜୁଆଙ୍ଗର ପାର୍ବତ୍ୟ ଓ ସମତଳାଞ୍ଚଳ ନାମରେ ଦୁଇଟି .ପ୍ରକାର ଭେଦ ମଧ୍ୟ ରହିଛି । 

  • ପାର୍ବତ୍ୟ ଜୁଆଙ୍ଗ-  ଗୋନାସିକା ପର୍ବତାଞ୍ଚଳ (କେଉଁଝର ଜିଲ୍ଲା) ଓ ପଲ୍ଲହାଡ ପର୍ବତଞ୍ଚଳ । 
  • ସମତଳାଞ୍ଚଳ ଜୁଆଙ୍ଗ - ଦକ୍ଷିଣ କେଉଁଝର ଜିଲ୍ଲାର 147ଟି ଗ୍ରାମ ଓ ପୂର୍ବ ଢେଙ୍କାନାଳ ଗ୍ରାମ 

ବିସ୍ଥାରଣ  ସମ୍ପାଦନା

୨୦୦୧ ଜନଗଣନାର ତଥ୍ୟ ଅନୁସାରେ ସମୁଦାୟ ୩୦,୮୭୫ ଜଣ ଜୁଆଙ୍ଗ ଭାଷାରେ କଥା ହୁଅନ୍ତି ।[୨] କିନ୍ତୁ ଜୁଆଙ୍ଗ ଭାଷାକୁ ବର୍ତ୍ତମାନ ଲୋପ ପାଇବାକୁ ବସିଥିବା ଭାଷା ମଧ୍ୟରେ ଗଣା ଯାଇଥାଏ, କାରଣ ଏହାକୁ ଆଉ ନୂତନ ପିଢୀର ଜୁଆଙ୍ଗମାନେ ବାହାରେ କହିବାର ଦେଖାଯାଉନହି । ବର୍ତ୍ତମାନ ୨୦,୦୦୦ ଲୋକ ଜୁଆଙ୍ଗ କହୁଥିବାର ଅନୁମାନ କରାଯାଏ ।  

ଲିଖନ ଶୈଳୀ  ସମ୍ପାଦନା

ଜୁଆଙ୍ଗ ଭାଷାରେ ଲେଖିବାକୁ ଓଡ଼ିଆ ଲିପି ବ୍ୟବହାର ହେଇଥାଏ । 

ଆଧାର  ସମ୍ପାଦନା

  1. ଜୁଆଙ୍ଗ ଭାଷା at Ethnologue (18th ed., 2015)
  2. "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
  • Mahapatra, B. P.. “Comparative Notes on Juang and Kharia Finite Verbs”. Oceanic Linguistics Special Publications 13 (1976): 801–814.
  • Patnaik, Manideepa. 2008. "Juang". In Anderson, Gregory D.S (ed). The Munda languages, 508-556. Routledge Language Family Series 3.New York: Routledge. ISBN 0-415-32890-X.

ବାହାର ଲିଙ୍କ  ସମ୍ପାଦନା