[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଲାଠିକଟା
city
Country India
StateOdisha
DistrictSundargarh
Population
 (2001)
 • Total୬,୮୯୬
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଲାଠିକଟା, ଭାରତୀୟ ରାଜ୍ୟ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର[୧] ଏକ ଗ୍ରାମ ।[୨] 

ଜନସଂଖ୍ୟା  ସମ୍ପାଦନା

୨୦୦୧ ଜନଗଣନା ଅନୁସାରେ ଲାଠିକତାର ଜନସଂଖ୍ୟା ୬୮୯୬ ଥିଲା ।[୩] ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୩% ହେଇଥିବା ବେଳେ ମହିଳା ସଂଖ୍ୟା ୪୭% ଥିଲା । ୬ ବର୍ଷରୁ କମ ଆବାଦୀ୧୩% ରହିଥିଲା । ଏହି ସହରର ସାକ୍ଷ୍ୟରତା ହାର ୭୨% ରହିଥିଲା , ଯାହା ଜାତୀୟ ହାରଠାରୁ ଅଧିକ ଥିଲା । 

ଆଧାର  ସମ୍ପାଦନା

  1. "SUNDERGARH District - Lathikata Block - Lathikata Panchayat - Lathikata Information". www.naveenpatnaik.com. naveenpatnaik.com. Archived from the original on 17 August 2019. Retrieved 17 August 2019.
  2. "ସୁନ୍ଦରଗଡ-ଜିଲ୍ଲାର-ବିଶ୍ରା-2". sundergarh.nic.in. sundergarh.nic.in. Retrieved 17 August 2019.
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.