ବିଲଙ୍କା ରାମାୟଣ, ୧୫ଶ ଶତାବ୍ଦୀରେ ସାରଳା ଦାସଙ୍କଦ୍ୱାରା ଲେଖା ଯାଇଥିଲା ।[] ଏହି ମହାକାବ୍ୟରେ ଭଗବାନ ରାମ ଓ ଦୈତ୍ୟରାଜ ରାବଣ ମଧ୍ୟରେ ହେଇଥିବା ଦ୍ୱନ୍ଦ ଓ ଯୁଦ୍ଧକୁ ନେଇ ବର୍ଣ୍ଣନା ରହିଛି । ଏହା ଓଡ଼ିଆ ଭାଷାରେ ପୁରାଣ ଭାବରେ ଆଦୃତ ।[][]

 

  1. "Odia Literature and Sarala Das" (PDF). magazines.odisha.gov.in. ଓଡ଼ିଶା ସରକାର. Archived from the original (PDF) on 13 August 2019. Retrieved 13 August 2019.
  2. Sukhdeva (2002). Living Thoughts of the Ramayana. Jaico Publishing House. p. 7. ISBN 978-81-7992-002-2.
  3. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. p. 420. ISBN 978-81-250-1453-9.