ବିଲଙ୍କା ରାମାୟଣ
ବିଲଙ୍କା ରାମାୟଣ, ୧୫ଶ ଶତାବ୍ଦୀରେ ସାରଳା ଦାସଙ୍କଦ୍ୱାରା ଲେଖା ଯାଇଥିଲା ।[୧] ଏହି ମହାକାବ୍ୟରେ ଭଗବାନ ରାମ ଓ ଦୈତ୍ୟରାଜ ରାବଣ ମଧ୍ୟରେ ହେଇଥିବା ଦ୍ୱନ୍ଦ ଓ ଯୁଦ୍ଧକୁ ନେଇ ବର୍ଣ୍ଣନା ରହିଛି । ଏହା ଓଡ଼ିଆ ଭାଷାରେ ପୁରାଣ ଭାବରେ ଆଦୃତ ।[୨][୩]
ଆଧାର ସମ୍ପାଦନ କରନ୍ତୁ
- ↑ "Odia Literature and Sarala Das" (PDF). magazines.odisha.gov.in. ଓଡ଼ିଶା ସରକାର. Retrieved 13 August 2019.
- ↑ Sukhdeva (2002). Living Thoughts of the Ramayana. Jaico Publishing House. p. 7. ISBN 978-81-7992-002-2.
- ↑ Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. p. 420. ISBN 978-81-250-1453-9.