କାଦୁଆ ନଦୀ
କାଦୁଆ ନଦୀ, ଭାରତୀୟ ରାଜ୍ୟ ଓଡ଼ିଶାରେ ପ୍ରବାହିତ ଏକ ନଦୀ । ଏହା ଚାରିଗାଁଠାରେ ଦୁଇଟି ନାଳର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ।[୧] ଏହା ପ୍ରାଚୀ ନଦୀ ଓ କୁଶଭଦ୍ରା ନଦୀର ଅଭ୍ୟନ୍ତର ସ୍ଥାନର ଜଳକୁ ଗ୍ରହଣ କରି ୨୨ କିଲୋମିଟର ପଥ ଅତକ୍ରାନ୍ତ କରି ବଙ୍ଗୋପସାଗରରେ ପତିତ ହେଇଥାଏ ।[୨][୩]
ଆଧାର ସମ୍ପାଦନା
- ↑ L.S.S. O'malley (2007). Bengal District Gazetteer : Puri. Concept Publishing Company. pp. 13–. ISBN 978-81-7268-138-8.
- ↑ Lewis Sydney Steward O'Malley, Monmohan Chakravarti. Puri. p. 13.
{{cite book}}
: CS1 maint: uses authors parameter (link) - ↑ "The graveyard of the turtles". The Hindu. 27 March 2004. Archived from the original on 5 July 2004. Retrieved 4 December 2016.