ଅଙ୍ଗ ନଦୀ , ଭାରତୀୟ ରାଜ୍ୟ ଓଡ଼ିଶାରେ ବାହିତ ହଉଥିବା ଏକ ନଦୀ । ଏହା ପୂର୍ବ -ମଧ୍ୟ ଭରତର ଏକ ମୁଖ୍ୟ ନଦୀ ମହାନଦୀର ଏକ ଉପନଦୀ । ଏହି ନଦୀ ୪୫୭ ମିଟର ପତ୍ତନ ଉପରୁ ଆସି ମହାନଦୀରେ ମିଶିବା ଆଗରୁ ୨୦୪ କିଲୋମିଟର ଦୁରତ୍ୱ ପ୍ରବାହିତ ହୋଇ ସୋନପୁର ସହରର ଉପର ଦିଗରେ ୧୧ କିଲୋମିଟର ଦୂରରେ ମହାନଦୀ ସହ ସମ୍ମିଳିତ  ହୁଏ  । 


ଅଙ୍ଗ ନଦୀର ଜଳଗ୍ରହଣ ଅଞ୍ଚଳ ପ୍ରାୟ ୫.୧୨୮ ବର୍ଗ କିଲୋମିଟର ।[୧]

ଆଧାର  ସମ୍ପାଦନା

  1. Sharad K. Jain; Pushpendra K. Agarwal; Vijay P. Singh (16 May 2007). Hydrology and Water Resources of India. Springer Science & Business Media. pp. 601–. ISBN 978-1-4020-5180-7.