ବଲାଙ୍ଗୀର ଏଆରଷ୍ଟ୍ରିପ

ବଲାଙ୍ଗୀର ଏଆରଷ୍ଟ୍ରିପ (IATA: VE63) ଭାରତର ଓଡ଼ିଶାସ୍ଥିତ ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ଏକ ବିମାନ ଅବତରଣ ସ୍ଥଳ । ଏହା ଏକ ବେସରକାରୀ/ସର୍ବସାଧାରଣ ବିମାନ ବନ୍ଦର । ଏହା ନିକଟସ୍ଥ ବିମାନ ଅବତରଣ ସ୍ଥଳ/ବିମାନବନ୍ଦର ଭବାନୀପାଟଣାର ଉତ୍କେଲା ଏଆରଷ୍ଟ୍ରିପ । [୧]

ବଲାଙ୍ଗୀର ଏଆରଷ୍ଟ୍ରିପ
IATA: noneICAO: VE36
ସାରକଥା
ବିମାନ ବନ୍ଦର ପ୍ରକାର ସର୍ବସାଧାରଣ/ବେସରକାରୀ
Owner ଓଡ଼ିଶା ସରକାର
ସେବା ବଲାଙ୍ଗୀର
ଅବସ୍ଥାନ ଟୁରୁସା, ବଲାଙ୍ଗୀର ଜିଲ୍ଲା, ଓଡ଼ିଶା
ଉଚ୍ଚତା (ସମୁଦ୍ର ଠାରୁ) 656 ft / 200 m
ଦିଗବାରେଣି 20°30′41″N 83°26′50″E / 20.51139°N 83.44722°E / 20.51139; 83.44722
Map
VE36 is located in Odisha
VE36
VE36
VE36 is located in India
VE36
VE36
ଓଡ଼ିଶାରେ ଅବସ୍ଥିତି
ରନବେ
ଦିଗ ଲମ୍ବ ଭୂମି
ft m
୦୬/୨୪ ୪୨୩୫ ୧୨୯୦ ଆସଫାଲ୍ଟ

ଆଧାର  ସମ୍ପାଦନା

  1. "Airports in Odisha, India @ OurAirports". ourairports.com.