ପାଡୁଆ
ଭାରତରେ ଗ୍ରାମ
ପାଡୁଆ, ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସହର ।[୧] ଏହା ଆନ୍ଧ୍ରପ୍ରଦେଶର ଆରକୁ ଜିଲ୍ଲାରୁ ଓଡ଼ିଶାର ଜୟପୁରକୁ ଯାଇଥିବା ଜାତୀୟ ରାଜପଥରେ ରହିଛି । ସହରର ନିକଟରେ ଜଳପୁଟ ବନ୍ଧ ଜଳାଶୟ ରହିଛି ।
ପାଡୁଆ | |
---|---|
ସହର | |
Country | ଭାରତ |
State | ଓଡ଼ିଶା |
District | କୋରାପୁଟ |
Time zone | UTC+5:30 (IST) |
କିରିଣ୍ଡୁଳ-ବିଶାଖାପାଟଣା ରେଳପଥରେ ପାଡୁଆ ରହିଥିବାରୁ ଏଠାରୁ ଟ୍ରେନ ଯାତ୍ରାର ସୁବିଧା ରହିଛି ।[୨] ପାଡୁଆ ରେଳ ଷ୍ଟେସନ ସହରରୁ ୪ କିଲୋମିଟର ଦୂରରେ ରହିଛି ।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ ପାଡୁଆର ଜନସଂଖ୍ୟା ୧,୩୬୮ ରହିଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୬୭୫ ଥିବା ବେଳେ ମହିଳା ସଂଖ୍ୟା ୬୯୩ ଥିଲା । [୩]
ପର୍ଯ୍ୟଟନ
ସମ୍ପାଦନାଏଠାରେ ଥିବା ଜଳାପୁଟ ହ୍ରଦର ପ୍ରକୃତିକ ଦୃଶ୍ୟ ପାଇଁ ଏହି ସ୍ଥାନ ପର୍ଯ୍ୟଟନ ଆକର୍ଷଣ ସାଜିଛି ।
ଆଧାର
ସମ୍ପାଦନା- ↑ "ଡାକ". koraput.nic.in. କୋରାପୁଟ ଜିଲ୍ଲା କାର୍ଯ୍ୟାଳୟ. Retrieved 13 ଅଗଷ୍ଟ 2019.
- ↑ http://www.thehindu.com/todays-paper/tp-national/tp-andhrapradesh/waltair-division-revenue-crosses-rs-5000crore-mark/article4613485.ece
- ↑ http://censusindia.gov.in/PopulationFinder/View_Village_Population.aspx?pcaid=673376&category=VILLAGE