ତେଲ ନଦୀ

ଭାରତର ଏକ ନଦୀ

ତେଲ ନଦୀ, ମହାନଦୀର ଏକ ଉପନଦୀ ।[୧] ଏହା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାର୍ବତ୍ୟଞ୍ଚଳ ଜୋରିଗାମଠାରୁ[୨] ବାହାରି[୩] କଳାହାଣ୍ଡି, ବଲାଙ୍ଗିର ତଥା ସୋନପୁର ଜିଲ୍ଲା ଦେଇ ପ୍ରବାହିତ ହେଇଥାଏ । ଏହା ଟିଟିଲାଗଡ଼ ସହରଠାରୁ ମାତ୍ର ୮ କିଲୋମିଟର ଦୂର ଦେଇ ପ୍ରବାହିତ ହେଇଥାଏ । ମହାନଦୀର ଏହି ଉପନଦୀ, ମୂଳ ମହାନଦୀ ସହ ସୋନପୁରଠାରେ ମିଳିତ ହୁଏ । ଦୁଇ ନଦୀର ସଂଗମ ସ୍ଥଳ ଏକ ପର୍ଯ୍ୟଟକ ସ୍ଥାନ ଭାବରେ ବିଖ୍ୟାତ । ତେଲ ନଦୀ ତଟରେ ବୈଦ୍ୟନାଥଙ୍କ ମନ୍ଦିର ମଧ୍ୟ ରହିଛି । 

ଆଧାର ସମ୍ପାଦନା

  1. Dhruv Sen Singh (30 December 2017). The Indian Rivers: Scientific and Socio-economic Aspects. Springer. pp. 311–. ISBN 978-981-10-2984-4.
  2. Sharad K. Jain; Pushpendra K. Agarwal; Vijay P. Singh (16 May 2007). Hydrology and Water Resources of India. Springer Science & Business Media. pp. 602–. ISBN 978-1-4020-5180-7.
  3. environmentclearance.nic.in (PDF). environmentclearance.nic.in http://environmentclearance.nic.in/writereaddata/Online/TOR/05_Oct_2018_173342233KN27MVMPPFR.pdf. Retrieved 22 August 2019. {{cite web}}: Missing or empty |title= (help)