[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପୁରୁଣାକଟକ
town
Maa Bhairabi temple
Maa Bhairabi temple
Country India
StateOdisha
DistrictBoudh
Elevation
129 m (423 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Coastline0 kilometres (0 mi)
Websiteodisha.gov.in

ପୁରୁଣାକଟକ, ଭାରତୀୟ ରାଜ୍ୟ ଓଡ଼ିଶାର ବୌଦ୍ଧ ଜିଲ୍ଲାର ଏକ ସହର ।[୧] ଏହା ବୌଦ୍ଧ ଜିଲ୍ଲାର ମାତ୍ର ଦୁଇଟି ସହର ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ଭୈରବୀ ମନ୍ଦିର, ବୌଦ୍ଧ ଜିଲ୍ଲାର ଏକ ପ୍ରମୂଖ ପର୍ଯ୍ୟଟନ ସ୍ଥଳ ।[୨]

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଏହାର ଭୌଗୋଳିକ ଅବସ୍ଥିତ  20°38′0″N 84°26′0″E / 20.63333°N 84.43333°E / 20.63333; 84.43333 ଏବଂ ସମୁଦ୍ରପତ୍ତନଠାରୁ ଏହାର ଅବସ୍ଥିତି ୧୨୯ ମିଟର ଉପରେ । ଜାତୀୟ ରାଜପଥ ୨୨୪ ଏହି ସହର ଦେଇ ଯାଇଛି । ଏହା ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ସୀମାରେ ଅବସ୍ଥିତ ଓ ହରଭଙ୍ଗା ସହରରୁ ଏହାର ଦୂରତା ୬ କିଲୋମିଟର ।[୩] ଏହି ସହର ନିକଟରେ ବଳିନ୍ଦା, ବେବଗଡ, ରଘୁନାଥପୁର ଆଦି ସହର ରହିଛି ।

ଜନସଂଖ୍ୟା ସମ୍ପାଦନା

ପୁରୁଣାକଟକର ଜନସଂଖ୍ୟା ୨୦୧୧ ଜନଗଣନା[୪]ରେ ୨୫୨୮ ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୨୩୪ ହେଇଥିବା ବେଳେ ମହିଳା ସଂଖ୍ୟା ୧୨୯୪ ଥିଲା । ୬ ବର୍ଷରୁ କମ ସଂଖ୍ୟା ୨୫୪ ଥିଲା ଯାହା ଜନସଂଖ୍ୟାର ୧୦.୦୫ % । ଏଠାରେ ସାକ୍ଷ୍ୟରତା ହାର ୮୭.୭୭% ଥିଲା , ଯାହା ଓଡ଼ିଶାର ସାକ୍ଷରତା ହାର ୭୨.୮୭%ଠାରୁ ଯଥେଷ୍ଟ ଅଧିକ ରହିଥିଲା । ଏଠାରେ ପୁରୁଷ ସାକ୍ଷରତା ୯୪.୩୬% ଓ ମହିଳା ସାକ୍ଷ୍ୟରତା ହାର ୮୧.୪୨ ଥିଲା ।

ଶାସନ ସମ୍ପାଦନା

ଏହା ଏକ ଗ୍ରାମ ପଞ୍ଚାୟତ ଅଞ୍ଚଳ । ଏହାର ମୁଖ୍ୟ ଭାବରେ ସରପଞ୍ଚ ରହିଥାନ୍ତି ।[୫] .

ଆଧାର ସମ୍ପାଦନା

  1. "SIA_Notification/11(1)_Notification/29405_08_08_18" (PDF). revenueodisha.gov.in. evenue dept odisha. Archived from the original (PDF) on 17 August 2019. Retrieved 17 August 2019.
  2. "ଭୈରବୀ ମନ୍ଦିର ପୁରୁଣାକଟକ". boudh.nic.in. boudh.nic.in. Retrieved 17 August 2019.
  3. http://www.onefivenine.com/india/villages/Boudh/Harabhanga/Purunakatak
  4. http://www.census2011.co.in/data/village/418612-purunakatak-orissa.html
  5. http://www.census2011.co.in/data/village/418612-purunakatak-orissa.html

ବାହାର ଲିଙ୍କ  ସମ୍ପାଦନା