[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖଳିଆପାଳି
city
Country India
Stateଓଡ଼ିଶା
Districtବରଗଡ଼
Population
 (2001)
 • Total୫,୨୫୭
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଖଳିଆପାଲି, ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ଗ୍ରାମ ।[୧] 

ଜନସଂଖ୍ୟା  ସମ୍ପାଦନା

୨୦୦୧ ମସିହା ଜନଗଣନା [୨]ଅନୁସାରେ ଏହି ସହରର ଜନସଂଖ୍ୟା ୫,୨୫୭ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୫୨% ଥିବା ବେଳେ ମହିଳା ସଂଖ୍ୟା ୪୮% ଥିଲା । ଏଠାରେ ସାକ୍ଷ୍ୟରତା ହାର ୭୬% ଯାହା ଜାତୀୟ ହାରଠାରୁ ଢେର ଅଧିକ । ପୁରୁଷ ସାକ୍ଷରତା ହାର ୮୩ % ହେଇଥିବା ବେଳେ ମହିଳା ସାକ୍ଷ୍ୟରତା ହାର ୬୮% ଥିଲା । ଏଠାରେ ୬ ବର୍ଷରୁ କମ ସଂଖ୍ୟା ୧୦% ଥିଲା । 

୧୯୭୨ ମସିହାରୁ ଏଠାରେ ଏକ ପଞ୍ଚାୟତ ସ୍କୁଲ ଅଛି ।[୩]

ଆଧାର  ସମ୍ପାଦନା

  1. "BARGARH District - Bijepur Block - Badbrahmani Panchayat - Khaliapali Information". naveenpatnaik.com. naveenpatnaik.com. Archived from the original on 29 August 2019. Retrieved 29 August 2019.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. "KHALIAPALI P.S. , SIALKHANDAHATA". www.odishahelpline.com. odishahelpline. Retrieved 29 August 2019.