ନରସିଂହପୁର ରାଜ୍ୟ (ଓଡ଼ିଆ: ନରସିଂହପୁର) ବ୍ରିଟିଶ ଶାସନ ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା 1305 ମସିହାରେ ସ୍ଥାପିତ ହେଇଥିଲା ଓ ତାହାର ରାଜଧାନୀ ନରସିଂହପୁର  ସହର ଥିଲା .ସେଠାକାର ଶେଷ ରାଜା ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘରେ 1948ରେ ମିଶେଇ ଦେଇଥିଲେ । ନରସିଂହପୁର କଟକ ଜିଲ୍ଲାର ଏକ ଅଂଶ ହେଇ ରହିଛି । [୧]

Narsinghpur State
ନରସିଂହପୁର
Princely State of British India
1292–1948
Location of Narsinghpur
Location of Narsinghpur
Narsinghpur State in the Imperial Gazetteer of India
History
 •  Established 1292
 •  Accession to the Union of India 1948
Area
 •  1901 ୫୧୫ km2 (୧୯୯ sq mi)
Population
 •  1901 ୩୯,୬୧୩ 
Density ୭୬.୯ /km2  (୧୯୯.୨ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ରାଜ୍ୟର ସୀମାରେ ହିନ୍ଦୋଳ ରାଜ୍ୟ  ଓ ଅନୁଗୁଳ ଜିଲ୍ଲାର ଜଙ୍ଗଲ ସବୁ ଥିଲା ।ପୂର୍ବ ଦିଗରେ ବଦମ୍ବା ରାଜ୍ୟ ଲାଗିଥିଲା । ଏହାର ଦକ୍ଷିଣ ଦିଗରେ ମହାନଦୀ ପ୍ରବାହିତ ହୁଏ । [୨]ଆୟତନ ଏବଂ ଆୟଭିତିରେ ଓଡ଼ିଶାର ଏହି 26ଟି ଗଡ଼ଜାତକୁ ଇଂରେଜ ସରକାର rererere

ଇତିହାସ  ସମ୍ପାଦନା

ଲୋକ କଥାନୁସାରେ ନରସିଂହପୁର ରାଜ୍ୟ 1292 ମସିହାରେ ରାଜପୁତ ରାଜା ଧରମ ଦେବାଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ଖୋଣ୍ଡ (କନ୍ଧ )ଜନଜାତିର ମୁଖିଆ ନରସିଂହଙ୍କୁ ପରାସ୍ତ କରି ଏହା ଅଧିକାର କରିଥିଲେ । 


ଶାସକ ସମୂହ  ସମ୍ପାଦନା

  • 1671 - 1701 Mandardhar Harichandan Mohapatra
  • 1701 - 1723 Kochali Harichandan Mohapatra
  • 1723 - 1765 Biswambar Harichandan Mohapatra
  • 1765 - 1775 Rrishna Chandra Harichandan Mohapatra
  • 1775 - 1798 Nimai Charan Harichandan Mohapatra
  • 1798 - 1826 Jaganath Harichandan Mohapatra
  • 1826 - 1859 Somanath Harichandan Mohapatra
  • 1859 - 1884 Braja Sundar Harichandan Mohapatra
  • 4 Dec 1884 - 1912 Sadhu Charan Man Singh Harichandan (b. 1883 - d. 19..) Mohapatra
  • 18 Jul 1912 - 5 Jul 1921 Ramchandra Man Singh Harichandan (b. 1906 - d. 1921) Mohapatra
  • 5 Jul 1921 - 15 Aug 1947 Ananta Narayan Man Singh (b. 1908 - d. 1963) Harichandan Mohapatra

ପୁନଶ୍ଚ ଦେଖଣା  ସମ୍ପାଦନା

  • Eastern States Agency
  • Political integration of India

ଆଧାର  ସମ୍ପାଦନା