[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଲପଙ୍ଗା
city
Country India
Stateଓଡ଼ିଶା
Districtସମ୍ବଲପୁର ଜିଲ୍ଲା
Population
 (2001)
 • Total୭,୩୫୪
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଲପଙ୍ଗା, ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର[୧] ଏକ ସହର ।[୨] 

ଜନସଂଖ୍ୟା  ସମ୍ପାଦନା

୨୦୦୧ ମସିହା ଜନଗଣନା ଅନୁସାରେ ଲପଙ୍ଗା ସହରର ଜନସଂଖ୍ୟା ୭,୩୫୪ ଥିଲା[୩] । ଏହା ମଧ୍ୟରୁ ପୁରୁଷଙ୍କ ହାର ୫୪% ଥିଲାବେଳେ ମହିଳାଙ୍କ ହାର ୪୬% ଥିଲା । ଏଠାରେ ସାକ୍ଷ୍ୟରତା ହାର ୬୧% ଯାହା ଜାତୀୟ ହାର ୫୯.୯%ରୁ କିଞ୍ଚିତ ଅଧିକ । ୬ ବର୍ଷରୁ କମ ସଂଖ୍ୟା ୧୬% ହେଇଥିବା ବେଳେ ଏଠାରେ ପୁରୁଷ ସାକ୍ଷ୍ୟରତା ହାର ୭୦% ଓ ମହିଳା ସାକ୍ଷ୍ୟରତା ହାର ୫୦% ରହିଥିଲା । 

ଭୌଗୋଳିକ ଅବସ୍ଥିତି ସମ୍ପାଦନା

ଲପଙ୍ଗାର ଭୌଗୋଳିକ ଅବସ୍ଥିତି ୨୧.୭୩°N ୮୪.୦୨°Eଠାରେ । ଏହା ସମ୍ବଲପୁରରୁ ରାଉରକେଲା ଯିବା ରାଜ୍ୟ ରାଜପଥରେ ସମ୍ବଲପୁରଠାରୁ ୩୩ କିଲୋମିଟର ଓ ଝାରସୁଗୁଡ଼ା ସହରଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ । 

ଆଧାର ସମ୍ପାଦନା

  1. "SAMBALPUR District - Rengali Block - Lapanga Panchayat - Lapanga Information". naveenpatnaik.com. naveenpatnaik.com. Archived from the original on 20 August 2019. Retrieved 20 August 2019.
  2. "ବ୍ୟାଙ୍କ". sambalpur.nic.in. sambalpur.nic.in. Retrieved 20 August 2019.
  3. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.