ଲପଙ୍ଗା
ଲପଙ୍ଗା, ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର[୧] ଏକ ସହର ।[୨]
ଲପଙ୍ଗା | |
---|---|
city | |
Country | India |
State | ଓଡ଼ିଶା |
District | ସମ୍ବଲପୁର ଜିଲ୍ଲା |
Population (2001) | |
• Total | ୭,୩୫୪ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ଜନସଂଖ୍ୟା
ସମ୍ପାଦନା୨୦୦୧ ମସିହା ଜନଗଣନା ଅନୁସାରେ ଲପଙ୍ଗା ସହରର ଜନସଂଖ୍ୟା ୭,୩୫୪ ଥିଲା[୩] । ଏହା ମଧ୍ୟରୁ ପୁରୁଷଙ୍କ ହାର ୫୪% ଥିଲାବେଳେ ମହିଳାଙ୍କ ହାର ୪୬% ଥିଲା । ଏଠାରେ ସାକ୍ଷ୍ୟରତା ହାର ୬୧% ଯାହା ଜାତୀୟ ହାର ୫୯.୯%ରୁ କିଞ୍ଚିତ ଅଧିକ । ୬ ବର୍ଷରୁ କମ ସଂଖ୍ୟା ୧୬% ହେଇଥିବା ବେଳେ ଏଠାରେ ପୁରୁଷ ସାକ୍ଷ୍ୟରତା ହାର ୭୦% ଓ ମହିଳା ସାକ୍ଷ୍ୟରତା ହାର ୫୦% ରହିଥିଲା ।
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଲପଙ୍ଗାର ଭୌଗୋଳିକ ଅବସ୍ଥିତି ୨୧.୭୩°N ୮୪.୦୨°Eଠାରେ । ଏହା ସମ୍ବଲପୁରରୁ ରାଉରକେଲା ଯିବା ରାଜ୍ୟ ରାଜପଥରେ ସମ୍ବଲପୁରଠାରୁ ୩୩ କିଲୋମିଟର ଓ ଝାରସୁଗୁଡ଼ା ସହରଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ।
ଆଧାର
ସମ୍ପାଦନା- ↑ "SAMBALPUR District - Rengali Block - Lapanga Panchayat - Lapanga Information". naveenpatnaik.com. naveenpatnaik.com. Archived from the original on 20 August 2019. Retrieved 20 August 2019.
- ↑ "ବ୍ୟାଙ୍କ". sambalpur.nic.in. sambalpur.nic.in. Retrieved 20 August 2019.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.